Latest Odisha News

BREAKING NEWS

Yearly Archives

2024

ରତ୍ନଭଣ୍ଡାର ଗଣତି ମଣତି କରିବ ଉଚ୍ଚସ୍ତରୀୟ ଟିମ୍

ପୁରୀ: ଆଜି ପୁରୀରେ ଆୟୋଜିତ ବିଜେପି ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ରତ୍ନଭଣ୍ଡାର ନେଇ ବଡ ବୟାନ ଦେଇଛନ୍ତି ଧର୍ମେନ୍ଦ୍ର । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ଖୁବ୍ ଶୀଘ୍ର ହେବ । ଏଥିପାଇଁ…

ଡ୍ରାଭିଡ, ବର୍ଡର, ପଂଟିଂଙ୍କ ରେକର୍ଡ ଭାଙ୍ଗିଲେ ରୁଟ

ଲଣ୍ଡନ: ଇଂଲଣ୍ଡ-ଶ୍ରୀଲଙ୍କା ମ୍ୟାଚେଂଷ୍ଟର ଟେଷ୍ଟରେ ଜୋ ରୁଟ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ୬୪ ଅର୍ଦ୍ଧଶତକ ହାସଲ କରି ସେ ରାହୁଲ ଡ୍ରାଭିଡ, ଆଲାନ ବର୍ଡର ଓ ରିକି ପଂଟିଂଙ୍କୁ ପଛରେ ପକାଇ ଦେଇଛନ୍ତି । ଓଭରାଲ ସେ ତୃତୀୟ ସ୍ଥାନରେ ରହିଛନ୍ତି ।…

୧୭ରେ ଓଡିଶା ଆସିବେ ମୋଦି, ମହିଳାଙ୍କୁ ଦେବେ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ସେପ୍ଟେମ୍ବର ୧୭ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ମହିଳାଙ୍କୁ ସୁଭଦ୍ରା ସହାୟତାର ପ୍ରଥମ କିସ୍ତି ଦେବାପାଇଁ ମୋଦି ଓଡିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଆଜି…

ବିଧାୟକଙ୍କୁ ପାଠ ପଢାଇଲେ ନବୀନ; କହିଲେ ପ୍ରଭାବଶାଳୀ ବିରୋଧୀ ଗଣତନ୍ତ୍ରର ରକ୍ଷକ

ଭୁବନେଶ୍ବର: ଶଙ୍ଖଭବନରେ ନିଜ ବିଧାୟକଙ୍କୁ ପାଠ ପଢାଇଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବନିର୍ବାଚିତ ୧୮ ବିଧାୟକଙ୍କ ସମେତ ମୋଟ ୫୧ ଜଣ ବିଧାୟକଙ୍କୁ ତାଲିମ୍ ଦେଲେ ବିଜେଡି ମୁଖିଆ । କହିଲେ, ବିଧାନସଭାରେ ଯେତିକି ସରକାରଙ୍କର ଗୁରୁତ୍ବ ରହିଛି ସେତିକି ଗୁରତ୍ବ ରହିଛି ବିରୋଧୀଙ୍କର ।…

କୋଲକାତା ଲଜ୍ଜା: ସିବିଆଇ ଜାଲରେ କିପରି ଫସିଲେ ସନ୍ଦୀପ ଘୋଷ ?

କୋଲକାତା: ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ରେଡ୍‌ କରିଛି। ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ସିବିଆଇ ଚଢାଉ କରିଛି। ଦୁର୍ନୀତି ଅଭିଯୋଗରେ କୋଲକାତାର ୧୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଅନ୍ୟପଟେ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ…

ୟୁପିର ବିଜନୋରରେ ଦୁଇ ଖଣ୍ଡ ହେଲା କିସାନ ଏକ୍ସପ୍ରେସ

ଲକ୍ଷ୍ନୌ: ୟୁପିର ବିଜନୋରରେ କିସାନ ଏକ୍ସପ୍ରେସ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଛି। ଇଞ୍ଜିନ୍ ପ୍ରାୟ ୧୩ଟି ବଗିକୁ ନେଇ ୪ କିଲୋମିଟର ଆଗକୁ ଚାଲିଯାଇଥିଲା। ଫଳରେ ୮ଟି ବଗି ପଛରେ ରହିଯାଇଥିଲା। ତେବେ ଦୁର୍ଘଟଣା ସମୟରେ ଟ୍ରେନର ଗତି ୮୦ ରୁ ୯୦ କିଲୋମିଟର ଥିଲା। କିସାନ ଏକ୍ସପ୍ରେସ (୧୩୩୦୭)…

କବିତା ନିରଂତର : ବାଇମନରେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ବାଇମନ ରେ, ତୁ ତ ନିଜେ ଅରୂପ କିପାଇଁ ଏ ତୁଚ୍ଛ ଶରୀର ଉପରେ ଦେଖାଇଚାଲିଛୁ ଏତେ ପ୍ରକୋପ ? ବାଇମନ ରେ, ତୋର ନାହିଁ ତ ଡେଣା ତଥାପି ଆକାଶ ମାପିବା କୌଶଳ କେମିତି ପଡ଼ିଲା ତୋତେ ହିଁ ଜଣା ? ବାଇମନ ରେ, ତୋର ଅଜଣା…

ଗ୍ୟାଙ୍ଗଷ୍ଟାର ସେଲରୁ ମିଳିଲା ଫୋନ୍: ଜେଲ୍ ଭିତରେ ଗ୍ୟାଙ୍ଗଷ୍ଟାରକୁ ଫୋନ୍ ଦେଲା କିଏ?

ବଲାଙ୍ଗିର: ଓଡିଶା ଜେଲରେ ସୁରକ୍ଷା ବ୍ୟବସ୍ଥାରେ ବଡ ବ୍ୟତିକ୍ରମ । ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ସେଲ୍‌ରୁ ମିଳିଲା ସ୍ମାର୍ଟଫୋନ୍ । ବଲାଙ୍ଗିର ଜେଲ୍‌ରେ ଚଢାଉ କରି ତନଘନା କରିବା ବେଳେ ଗ୍ୟାଙ୍ଗଷ୍ଟାର ପାଖରୁ ସ୍ମାର୍ଟଫୋନ୍ ଜବତ କରିଛି ପୋଲିସ । ଏଥିସହିତ ନିଶା ଦ୍ରବ୍ୟ ମଧ୍ୟ ଠାବ କରିଛି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୬)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଈଶ୍ୱର ବାହାଘର ଦିନ ନିଗୁ ଯାଇଥିଲା ତା’ସହ । ମନ୍ଦିରରେ ବେଶ୍ ଉତ୍ସାହର ସହ ବାହାଘର ହେଲା । ଈଶ୍ୱରର ପ୍ରେମ ଦେଖି ତା' ମଧ୍ୟ ଈର୍ଷା ହୋଇଥିଲା । ଏତେ ବେଶୀ ଭଲପାଇ ହୁଏ ଗୋଟେ ଝିଅକୁ?? ସେମାନେ ଧୁମ୍ ନାଚି ଥିଲେ । ଏମିତି ଅନେକ…

ପାହଡରୁ ଜବତ ହେଲା ୪୫୦୦ ଲିଟର ପୋଚ

ଆସିକା: ଆଜି ଗଞ୍ଜାମ ଜିଲ୍ଲା ଆସିକା ବାଲିଶିରା ପାହାଡ଼ରେ ଚଢାଉ କରିଛି ଅବକାରୀ ପୋଲିସ । ଚଡାଉ ପରେ ୪୫୦୦ ଲିଟର ପୋଚ ସହିତ ଶହେ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଛି ପୋଲିସ । ଏଥିସହିତ ମଦ ପ୍ରସ୍ତୁତକାରୀ ସରଞ୍ଜାମ ମଧ୍ୟ ଜବତ କରିଛି ଅବକାରୀ ପୋଲିସ୍ । ପୋଲିସ୍ର ଛଢାଉ ପରେ ମଦ…