ସ୍ୱଳ୍ପ ଗଳ୍ପ : ଅଧୀଶ୍ୱରର ଅସୁଖ
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯୧
ଛବିଳ ରାଜନୀତି ହେଉଛି ଏଇ ଆଲେଖର ମୁଖ୍ୟ ପ୍ରସଙ୍ଗ । ମାତ୍ର ପ୍ରଥମରୁ ଏକଥା ସ୍ପଷ୍ଟ କରିଦିଆଯାଉଛି ଯେ ସମକାଳର ରାଜନୀତି ବା ରାଜନୀତିଜ୍ଞଙ୍କୁ ନେଇ କୌଣସି ତର୍ଜମା ବା ଇଙ୍ଗିତାତ୍ମକତା ଏଥିରେ ଇଚ୍ଛାକୃତ ଭାବରେ ରହିବ ନାହିଁ ।…