Latest Odisha News

BREAKING NEWS

Yearly Archives

2024

ଏଣିକି ଅଫିସ ସରିଲା ପରେ ବସଙ୍କ ଫୋନକଲ୍ କାଟିପାରିବେ କର୍ମଚାରୀ

କାନବେରା: ଅଷ୍ଟ୍ରେଲିଆର କର୍ମଚାରୀ ମାନେ ସୋମବାର ଠାରୁ ୱାର୍କିଂ ଆୱାର ପରେ ମାଲିକଙ୍କ କଲକୁ ଅଣଦେଖା କରିବାର ଅଧିକାର ପାଇବେ। ଏହି ନୂଆ ନିୟମରେ ଏଣିକି କର୍ମଚାରୀମାନେ ମାଲିକ ବା ବସ୍ ଙ୍କ ଫୋନକୁ ଡିସକନେକ୍ଟ କରିବାକୁ ଅଧିକାର ଦେଇଛି। ଫେବୃଆରୀରେ ପାରିତ ହୋଇଥିଲା ଏହି ନିୟମ। ତେବେ…

କୋଲକାତା ଲଜ୍ଜା: ଗିରଫ ହୋଇପାରନ୍ତି ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ

କୋଲକାତା: କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଢିଲା ସନ୍ଦୀପ ଘୋଷଙ୍କ ଅଡ଼ୁଆ। ସନ୍ଦୀପ ନାଁରେ ଏତଲା କଲା ସିବିଆଇ । ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ନାଁରେ ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଏତଲା ଦାୟର କରାଯାଇଛି । ଏତଲା କପି ସିଜେଏମ୍‌ କୋର୍ଟରେ…

ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୬ ଦିନିକିଆ ଟେଷ୍ଟ ମ୍ୟାଚ

କଲମ୍ବୋ: ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଏବେ ଟେଷ୍ଟ ସିରିଜ ଚାଲିଛି । ଏହା ପରେ ନ୍ୟୁଜିଲାଣ୍ଡ ଟିମ ଶ୍ରୀଲଙ୍କା ଗସ୍ତରେ ଆସିବ । ସେପ୍ଟମ୍ବର ୧୮ରୁ ଗାଲେରୁ ଏହି ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ପାଇଁ ୬ ଦିନର ସମୟ ରଖାଯାଇଛି । ସେପ୍ଟମ୍ବର ୨୧କୁ ବିଶ୍ରାମ ଦିବସ…

ନା ଜେଲ ନା ଫାଶୀ… ପୁରାଣ କହୁଛି ମୃତ୍ୟୁ ପରେ ଦୁଷ୍କର୍ମକାରୀଙ୍କୁ ମିଳେ…..

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବେ ନରହନ୍ତା ରାକ୍ଷସ ସଂଜୟ ଦୁଷ୍କର୍ମ କରି କିଲବିଲ କରି ମାରିଛି ସେଥିରେ ଏବେ ଦେଶର ବୁକୁ ଫାଟିପଡୁଛି । ଏହି ମାମଲାରେ ଦେଶବାସୀ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ତେବେ…

୫୦ କୋଟିରେ ବିକ୍ରୀ ହେବେ ରୋହିତ !

ନୂଆଦିଲ୍ଲୀ:ଆଇପିଏଲର ଆଗାମୀ ସଂସ୍କରଣରେ ମେଗା ନିଲାମ ହେବ । କେଉଁ ଖେଳାଳିଙ୍କ ଉପରେ ଫ୍ରାଂଚାଇଜରମାନେ ବାଜି ଲଗାଇବେ ସେ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଗତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ପ୍ରଦାନ…

ଅମୃତସରରେ ଏନଆରଆଇଙ୍କ ଘରେ ପଶି ଗୁଳିମାଡ କଲେ ଦୁର୍ବୁତ୍ତ

ଅମୃତସର: ଆମେରିକାରୁ ଫେରିଥିବା ଜଣେ ଭାରତୀୟ (ଏନଆରଆଇ)ଙ୍କ ବାସଭବନରେ ପଶି ଗୁଳିମାଡ କରିଛନ୍ତି ଦୁଇ ବନ୍ଧୁକଧାରୀ ବ୍ୟକ୍ତି। ପଞ୍ଜାବର ଅମୃତସରର ଡାବୁରଜୀ ଅଞ୍ଚଳରେ ଘଟିଥିବା ଏହି ଘଟଣାର ପୂରା ଭିଡିଓ ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁଯାୟୀ, ନିକଟରେ ଆମେରିକାରୁ ଫେରିଥିଲେ ସୁଖଚେନ…

ପ୍ରବଳ ବର୍ଷିବ: ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ସକ୍ରିୟ ରହିଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ଘନିଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଫଳରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ…

ଆଗାମୀ ଦିନରେ ସଫଳ ହେବ ଆଳୁ ମିଶନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦିନରେ ସଫଳ ହେବ ଆଳୁ ମିଶନ। ବିଗତ ଦିନରେ ଫେଲ୍ ମିଶନ ଆଗାମୀ ଦିନରେ ସଫଳ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣମାଧ୍ୟମକୁ ସୂଚନା ଦେଇ ଆଗାମୀ ଦିନରେ ଆଳୁ ମିଶନ ସଫଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓୟୁଏଟି ଉତ୍ସବରେ ସଫଳ…

ଏସିଆନ କରାଟେ କ୍ୟାଡେଟରେ ପଦକ ଜିତି ଇତିହାସ ରଚିଲେ ଆଲିଷା

ଭୁବନେଶ୍ୱର: ଓଡିଶାର କରାଟେ ଗର୍ଲ ଭାବେ ପରିଚିତ ଆଲିଷା ସୁବୁଦ୍ଧି ଏସିଆନ କ୍ୟାଡେଟ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଫିଲିପାଇନ୍ସର ଅନୁଷ୍ଠିତ ଏହି ଚାମ୍ପିୟନଶିପର ଜୁନିୟର ଓ ୨୧ ବର୍ଷରୁ କମ କ୍ୟାଡେଟ କାଟା ଚାମ୍ପିୟନଶିପରେ ସେ ଏହି କମାଲ କରିଛନ୍ତି । ୧୪ ବର୍ଷୀୟା ଆଲିଷା…

ବିଏମସିର ପୂର୍ବତନ ଇଞ୍ଜିନିୟରଙ୍କ ସମ୍ପତ୍ତି ବ୍ୟାଜାପ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନର ପୂର୍ବତନ ଇଞ୍ଜିନିୟର ସୁବାଷ ଚନ୍ଦ୍ର ମିଶ୍ରଙ୍କ ୫.୮୬କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆର୍ୟବହିର୍ଭୁତ ସମ୍ପତ୍ତି ବ୍ୟାଜାପ୍ତ କରିବାକୁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିରେ ୩ଟି କୋଠା ରହିଛି। ମୌଜା ରାଜାରାନୀ,…