Latest Odisha News

BREAKING NEWS

Yearly Archives

2024

ଲାଞ୍ଚ କାରବାର ମାମଲାରେ, ଜେଲରୁ ଜାମିନରେ ମୁକୁଳିଲେ ୩ ଅଭିଯୁକ୍ତ

ଭୁବନେଶ୍ଵର: ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଝାରପଡ଼ା ଜେଲରୁ ଜାମିନରେ ମୁକୁଳିଲେ ୩ ଅଭିଯୁକ୍ତ । ସର୍ତ୍ତମୂଳକ ଜାମିନ୍ ପରେ ଗତକାଲି ଜେଲରୁ ବାହାରିଛନ୍ତି ଠିକାଦାର ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା, ଚଞ୍ଚଳ ମୁଖାର୍ଜୀ। ଗତକାଲି ଏହି ୩ ଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି…

ମହାକୁମ୍ଭରେ ଡଙ୍ଗା ଚାଳକଙ୍କ ପାଇଁ ଖୁସି ଖବର, ବଢିଲା ଡଙ୍ଗା ଭଡା

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆସନ୍ତା ଜାନୁୟାରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା । ଆଉ ଏହାରି ଭିତରେ ଡଙ୍ଗା ଚାଳକଙ୍କ ପାଇଁ ଆସିଛି ଖୁସି ଖବର । ଡଙ୍ଗା ଚାଳକଙ୍କ ଆୟ ବୃଦ୍ଧି କରିବାକୁ ଡଙ୍ଗା ଭଡା ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି ମେଳା ପ୍ରଶାସନ । ଅତିରିକ୍ତ…

ମୁମ୍ବାଇ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ମୁମ୍ବାଇ: ମୁମ୍ବାଇ ବୋଟ୍‌ ଟ୍ରାଜେଡି । ମିଳିଲା ଆଉ ଜଣଙ୍କ ମୃତଦେହ । ସମୁଦ୍ରରୁ ଆଉ ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି କୋଷ୍ଟଗାର୍ଡ କର୍ମୀ । ମୃତକ ଜଣଙ୍କ ହେଉଛନ୍ତି ଜଣେ ୪୩ ବର୍ଷୀୟ ଯୁବକ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ଏବେ ୧୪କୁ ବୃଦ୍ଧି ପାଇଛି । ତେବେ ଏବେ ବି ଜଣେ ନାବାଳକ ନିଖୋଜ…

ଗୋଲାକାର ଅଣ୍ଡା ‘ଏକ ବିଲିୟନ’ରେ ହେଲା ବିକ୍ରି..

ନୂଆଦିଲ୍ଲୀ: ଅଣ୍ଡା ପ୍ରୋଟିନର ଉତ୍ସ ଭାବରେ ବିବେଚନା କରାଯାଏ । ବିଶେଷକରି ଶୀତ ଯେତିକି ପାଖେଇ ଆସୁଛି ଲୋକମାନେ ଅଣ୍ଡା ବ୍ୟବହାରକୁ ବଢାଇଥା’ନ୍ତି । ଅଣ୍ଡା ପ୍ରକୃତିରେ ଗରମ, ତେଣୁ ଶରୀରକୁ ଗରମ ରଖିବା ପାଇଁ ଲୋକମାନେ ଏହାକୁ ଶୀତଦିନେ ବେଶି ଖାଇଥାଆନ୍ତି । କିନ୍ତୁ ବର୍ତ୍ତମାନ ଏକ ନିଆରା…

କଂଗ୍ରେସକୁ ‘ଏକ୍ସ’ ପକ୍ଷରୁ ନୋଟିସ, ଅଣାୟତ ହେଉଛି ଆମ୍ୱେଦକର ପ୍ରସଙ୍ଗ

ନୂଆଦିଲ୍ଲୀ: ପୁଣି ଅଡୁଆରେ ଫସିଲା କଂଗ୍ରେସ । ଆମ୍ୱେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ୍ ଶାହ ଦେଇଥିବା ଟିପ୍ପଣୀକୁ କଗ୍ରେସ ଭାଇରାଲ କରି ଏବେ ଅଡୁଆରେ ପଡ଼ିଛି । କଂଗ୍ରେସ ସୋସିଆଲ୍ ସାଇଟ୍‌କୁ 'ଏକ୍ସ' ପକ୍ଷରୁ ନୋଟିସ୍ କରାଯାଇଛି । ଆମ୍ବେଦକରଙ୍କ ଉପରେ ପାର୍ଲାମେଣ୍ଟରେ ଅମିତ ଶାହ ଦେଇଥିବା…

ଉତ୍କଳ ରଙ୍ଗ ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ କଲେ ଆମେରିକାର ନୃତ୍ୟଶିଳ୍ପୀ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ନୃତ୍ୟର ବହୁଳ ପ୍ରଚାର-ପ୍ରସାର ଏବଂ ସାଂସ୍କୃତିକ ଭାବ ବିନିମୟ ନିମନ୍ତେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି "ଦ୍ଵିତୀୟ ପ୍ରବାସୀ ନୃତ୍ୟ ସଙ୍ଗମ" କାର୍ଯ୍ୟକ୍ରମ । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏବଂ ଆମେରିକା ସ୍ଥିତ…

୧୭୦ ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପ୍ରକଳ୍ପକୁ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଘୋଷଣାକୁ ଅନୁମୋଦନ

ଭୁବନେଶ୍ୱର: ଭିତ୍ତିଭୂମି ତଥା ଜନସାଧାରଣଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ଏହାର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ରେଳବାଇ (ସଂଶୋଧନ) ଅଧିନିୟମ ୨୦୦୮ ଅନୁଯାୟୀ ୧୭୦ ଗୋଟି ରୋଡ୍ ଓଭର ବ୍ରିଜ୍ (ଆରବିଓ) ନିର୍ମାଣ ପ୍ରକଳ୍ପକୁ…

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ସଶସ୍ତ୍ର ପୋଲିସ

ମୟୂରଭଞ୍ଜ: ଆହୁରି ସୁଦୃଢ ହେବ ମୟୂରଭଞ୍ଜ ଜିଲାର ଶିମିଳିପାଳ ଟାଇଗର ରିଜର୍ଭର ସୁରକ୍ଷା ବ୍ୟବସ୍ଥା । ଏ ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ଐତିହାସିକ ପଦକ୍ଷେପ । ଏକ କମ୍ପାନୀ ସଶସ୍ତ୍ର ପୋଲିସ ବାହିନୀ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ । କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ…

ପ୍ରାକୃତିକ ଉପାୟରେ କପଡାରୁ ଦୂର କରନ୍ତୁ ଦାଗ

ଭୁବନେଶ୍ବର: ସଫା ସୁତରା ପୋଷାକ କାହାକୁ ବା ଭଲ ନଲାଗେ । କିନ୍ତୁ ସେଥିରେ ଦାଗ ଲାଗି ଗଲେ କପଡାର ସୌର୍ନ୍ଦଯ୍ୟ ନଷ୍ଟ ହେବା ସହ ନିଜର ପର୍ସନାଲିଟି ବି ଖରାପ ହେଲାପରି ଲାଗିଥାଏ । ଡ୍ରେସ୍‌ରେ ବେଳେ ବେଳେ ଏପରି ଦାଗ ଲାଗିଯାଏ ଯାହା ସହଜରେ ଛାଡିନଥାଏ । ବିଶେଷ କରି ସାହି ଦାଗ, ତେଲ ଦାଗ…

ଅନ୍ୟର ଏହି ଜିନିଷ ବ୍ୟବହାର କରନ୍ତୁ ନାହିଁ, ପଡିବେ ଅସୁବିଧାରେ..

ଭୁବନେଶ୍ବର: ବେଳେବେଳେ ଆମେ କିଛି ଜିନିଷ ଅନ୍ୟଠାରୁ ମାଗିକି ବ୍ୟବହାର କରିଥାଉ । କାରଣ ଭିନ୍ନ ଭିନ୍ନ ହୋଇପାରେ । ଅସୁବିଧାରେ ହେଲେ ଜଣେ ଅନ୍ୟଠାରୁ ସାହାଯ୍ୟ ମାଗିବା ସ୍ବାଭାବିକ କଥା ଆଉ ନହେଲେ ପ୍ରୟ ବନ୍ଧୁଙ୍କ ଜିନିଷଟା ମାଗି ଦିନେଅଧେ ବ୍ୟବହାର କରିଦେଇଥାଉ । କିନ୍ତୁ ଜାଣିଛନ୍ତି କି…