ଦୀପିକାଙ୍କ ୮ ଘଣ୍ଟିଆ ଓ୍ବାର୍କ ସିଫ୍ଟକୁ ସମର୍ଥନ କଲେ ନେହା ଧୂପିଆ: କହିଲେ, ‘ନିୟୁ ମମ୍ସଙ୍କୁ….’
ମୁମ୍ବାଇ: ଫିଲ୍ମ ନିର୍ମାତା ମଣିରତ୍ନମଙ୍କଠାରୁ ପଙ୍କଜ ତ୍ରିପାଠି ପର୍ଯ୍ୟନ୍ତ, ସମସ୍ତେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ 'ସ୍ପିରିଟ୍'ରେ ସୀମିତ ଶିଫ୍ଟ ଟାଇମିଂ ଦାବିକୁ ସମର୍ଥନ କରିଛନ୍ତି। ଏବେ ଅଭିନେତ୍ରୀ ନେହା ଧୂପିଆ ମଧ୍ୟ ଏହି ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି। ଅଭିନେତ୍ରୀ…