ଇତିହାସ ରଚିଲେ ଭାରତର ରିଷଭ ପନ୍ତ
ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିିକେଟ ଟେଷ୍ଟରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଇତିହାସ ରଚିଛନ୍ତି । ସେ ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି । ସେନା ଦେଶରେ ପ୍ରଥମ ୱିକେଟକିପର ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କର ଚମତ୍କାର ଶତକ ବଳରେ ଭାରତ ଲୀଡ୍ସ ଟେଷ୍ଟରେ…