ଯାଜପୁରରେ ଝାଡ଼ାବାନ୍ତି ଡ଼ର: ୫ ହୋଟେଲକୁ ସିଲ୍ କଲା ପ୍ରଶାସନ
ଯାଜପୁର: ଡରାଉଛି ଝାଡାବାନ୍ତି। ଜିଲ୍ଲାକୁ ଜିଲ୍ଲା ଡାଇରିଆ ବ୍ୟାପୁଥିବା ବେଳେ ଏବେ ଯାଜପୁରରେ ଆଉ ୫ ହୋଟେଲ ସିଲ୍ । ଦର୍ପଣ ତହସିଲ ପ୍ରଶାସନ ଆଉ ୫ ହୋଟେଲ ସିଲ୍ କରିଛି। ଚଣ୍ଡିଖୋଲରେ ଗୋଟିଏ ଓ ବାଲିଚନ୍ଦ୍ରପୁର ଅଞ୍ଚଳରେ ୪ଟି ହୋଟେଲକୁ ସିଲ୍ କରିଛି ଦର୍ପଣ ତହସିଲ ପ୍ରଶାସନ । ଆସନ୍ତା ୧୪ ଦିନ…