Latest Odisha News

BREAKING NEWS

Monthly Archives

July 2025

ହୀରାକୁଦରୁ ଛଡାଗଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ରବିବାର ଅର୍ଥାତ୍ ଆଜି ହୀରାକୁଦ ଛାଡ଼ିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା ପରେ ଡ୍ୟାମର ୧୨ଟି ଗେଟ୍‌ ଖୋଲାଯାଇଥିବା ସୂଚନା ରହିଛି । ବାମପଟର ୮ ଏବଂ ଦକ୍ଷିଣପାର୍ଶ୍ବରେ ୪ଟି ଗେଟ୍‌ ଖୋଲାଯାଇଛି । ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି…

ଆସନ୍ତା ୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର: ଜୁଲାଇ ୯ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବ । ବ୍ୟାଙ୍କର କର୍ମଚାରୀ ଓ ଅଫିସର୍ସ ସଂଘ ଏଆଇବିଇଏ, ବିଇଏଫ୍‌ଆଇ ଏବଂ ଏଆଇବିଓଏ ପକ୍ଷରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଏବଂ ଶତାଧିକ କ୍ଷେତ୍ରୀୟ ଫେଡେରେଶନଙ୍କ…

ଯୁଦ୍ଧ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ଇରାନର ସର୍ବୋଚ୍ଚ ନେତା ଖାମେନେଇ

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଇରାନର ସର୍ବୋଚ୍ଚ ନେତା ଖାମେନେଇ ସାଧାରଣରେ ଦେଖାଦେଇଛନ୍ତି। ଏହି ଅବସରରେ ତାଙ୍କୁ ଦେଖିବା ପାଇଁ ଏକ ବିରାଟ ଭିଡ଼ ଜମା ହୋଇଥିଲା। ଶନିବାର ଆୟାତୋଲ୍ଲା ଅଲି ଖାମେନେଇ ଆଶୁରା ପୂର୍ବ ସନ୍ଧ୍ୟାରେ ଆୟୋଜିତ ଏକ ଶୋକ ସମାରୋହରେ…

ହ୍ୱାଟସଆପରେ ବ୍ଲୁ ଟିକ୍ କିପରି ପାଇବେ ?

ଭୁବନେଶ୍ବର: ଆପଣ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଅନେକ ଲୋକଙ୍କ ପ୍ରୋଫାଇଲରେ ବ୍ଲୁ ଟିକ୍ ଦେଖିଥିବେ, ଯାହା ସେମାନଙ୍କ ପ୍ରୋଫାଇଲ୍ ଭେରିଫାଇଡ ହେବାର ପ୍ରମାଣ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏବେ ହ୍ୱାଟ୍ସଆପରେ ମଧ୍ୟ ବ୍ଲୁ ଟିକ୍ ସୁବିଧା ଯୋଗାଇ ଦିଆଯାଉଛି? ଏହାକୁ ପାଇବାର…

ଆଜି ସୁନାବେଶ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼: ସତର୍କ କଲା ପୋଲିସ

ପୁରୀ: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ । ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ । ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ । ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି…

ୟୁରିକ ଏସିଡ ବଢିଲେ କେଉଁ ଅଙ୍ଗଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୁଏ…

ଭୁବନେଶ୍ବର:ଯେତେବେଳେ ଶରୀରରେ ୟୁରିକ୍ ଏସିଡର ସ୍ତର ସ୍ୱାଭାବିକ ଠାରୁ ଅଧିକ ବୃଦ୍ଧି ପାଏ, ତାହାକୁ ହାଇପରୟୁରିସେମିଆ (Hyperuricemia) କୁହାଯାଏ। ଏହି ଅବସ୍ଥା ଧୀରେ ଧୀରେ ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରେ ଏବଂ ଯଦି ସମୟ ମଧ୍ୟରେ ନିୟନ୍ତ୍ରଣ ନ କରାଯାଏ, ତେବେ ଏହା ଗମ୍ଭୀର ରୋଗ ସୃଷ୍ଟି…

ବାହୁଡ଼ା ଯାତ୍ରା ବେଳେ ଅଘଟଣ; ୨ କନଷ୍ଟେବଳ ମୃତ

ରାୟଗଡ଼ା: ବାହୁଡ଼ା ଯାତ୍ରା ସମୟରେ ଅଘଟଣ । ଡ୍ୟୁଟି କରୁଥିବା ବେଳେ ଦୁଇ କନଷ୍ଟେବଳ ପ୍ରାଣହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ କନେଷ୍ଟବଳ ରହିଛନ୍ତି । ମୃତ ପୁରୁଷ କନଷ୍ଟେବଳ ହେଲେ ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରୁଥିବା…

ସକାଳେ ଖାଲି ପେଟରେ ଗ୍ରୀନ୍ ଟି ପିଇବା ଠିକ୍ ନା ଭୁଲ୍ ?

ଭୁବନେଶ୍ବର:ଗ୍ରୀନ୍ ଟି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ପାନୀୟ ଓଜନ ହ୍ରାସ କରିବାରେ ବହୁତ ପ୍ରଭାବଶାଳୀ। ଏପରି ପରିସ୍ଥିତିରେ କିଛି ଲୋକ ସକାଳର ଆରମ୍ଭ ଗ୍ରୀନ୍ ଟି ସହିତ କରନ୍ତି। କିନ୍ତୁ ଏହା କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ…

ଶ୍ରୀ ଭାଗବତ ସାର ୮୯: ଈଶ୍ୱର କୃପା ପ୍ରାପ୍ତି ନିମନ୍ତେ ଶ୍ରୀମଦ ଭାଗବତ ଅଧ୍ୟୟନର ଅଭିଳାଷ ନିଜ ମନରେ ଜାଗ୍ରତ କରନ୍ତୁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପାରାୟଣର ତିନୋଟି ଵିଧି ଅଛି 1.ସପ୍ତାହବ୍ୟାପି ପାରାୟଣ 2.ମାସିକ ପାରାୟଣ 3.ବାର୍ଷିକ ପାରାୟଣ କୁହାଯାଏ ଏ କଳି ଯୁଗରେ ମନ୍ୟୁଷ ମାନେ ଦୀର୍ଘ ସମୟ ଧରି ବ୍ରତ, ଉପବାସ ଅବା ନିଷ୍ଠା ପାଳନ ଲାଗି ଆଗ୍ରହ ପ୍ରକାଶ…

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫: ଓଡ଼ିଶା ପୋଲିସ ୪ଦିନରେ ଜିଣିଲା ୯ସ୍ୱର୍ଣ୍ଣ ପଦକ

ଭୁବନେଶ୍ବର: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହି  କ୍ରମରେ ଆଜି ୩ ଜଣ ଯୁବ କ୍ରୀଡାବିତ ଅଶୋକ ଦଣ୍ଡସେନା ଦୁଇଟି…