କାହିଁକି ଭାରତଠୁ ଡରିକି ରହିବ ପାକିସ୍ତାନ?, ନିଜେ କହିଲେ ପାକିସ୍ତାନ ଜେନେରାଲ…..
ନୂଆଦିଲ୍ଲୀ: ଦୁଇ ଦେଶର ବିଭାଜନ ସମୟରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଛି । ସ୍ୱାଧୀନତା ପରଠାରୁ, ପାକିସ୍ତାନ ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ କରିଛି । ଏହି ଆକ୍ରମଣର ଜବାବରେ ଭାରତ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଯୋଗୁଁ…