Latest Odisha News

BREAKING NEWS

Yearly Archives

2025

T20 Match Ticket: ବାରବାଟୀ ଟି- ଟ୍ବେଣ୍ଟି ମ୍ୟାଚ ଟିକଟ କଳାବଜାରୀ; ୪ ଗିରଫ ଓ ୨୧ ଟିକଟ ଜବତ

କଟକ: ବାରବାଟୀ ଟି-ଟ୍ବେଣ୍ଟି ଟିକେଟ କଳାବଜାରୀ ଅଭିଯୋଗରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। । ସେମାନଙ୍କ ନିକଟରୁ ଟି-୨୦ ମ୍ୟାଚର ୨୧ଟି ଟିକେଟ୍ ପୋଲିସ ଜବତ କରିଛି। ବିଡାନାସୀ ପୋଲିସ ଦ୍ବାରା ୨ ଜଣ ଗିରଫ ହୋଇଛନ୍ତି ଓ ଅଭିଯୁକ୍ତମାନଙ୍କ ଠାରୁ ୧୨ ଟିକେଟ ଜବତ ହୋଇଛି । ଏପଟେ ଦରଘା ବଜାର ପୋଲିସ…

ସଡ଼କ ଦୁର୍ଘଟଣା ହେଲା କାଳ; ଆଖିବୁଜିଲେ ଲୋକପ୍ରିୟ ଯାତ୍ରା କଳାକାର ଗୁରୁ ପୃଷ୍ଟି

ଭଦ୍ରକ: ଯାତ୍ରା ଜଗତ ପାଇଁ ଏକ ଦୁଃଖଦ ଘଟଣା । ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ରବିବାର ସନ୍ଧ୍ୟାରେ ଭଦ୍ରକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ୧୬ ନମ୍ବର ଜାତୀୟ ରାଜପଥର…

ବେଆଇନ ଶ୍ରମିକ ଚାଲାଣ ଅଭିଯୋଗରେ ୨ ଗିରଫ; ଶିଶୁଙ୍କ ସହ…

ବଲାଙ୍ଗୀର: ତୁରେଇକେଲା ପୋଲିସ ଆନ୍ଧ୍ରପ୍ରଦେଶ ଇଟା ଭାଟିକୁ କାମ ପାଇଁ ବେଆଇନ ଭାବେ ପଠାଯାଉଥିବା ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏଥିସହ ୩ ଜଣ ଶିଶୁଙ୍କୁ ବି ଉଦ୍ଧାର କରାଯାଇଛି। ଏହି ଘଟଣାରେ ଶ୍ରମିକ ଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର ମଧ୍ୟ ରାତ୍ରରେ ଗିରଫ…

କମ୍ ଟଙ୍କାରେ ଲମ୍ବା ଭାଲିଡିଟି ଚାହୁଁଛନ୍ତି? BSNL ଆଣିଲା ଚମତ୍କାର ଅଫର୍

ନୂଆଦିଲ୍ଲୀ:  ବାରମ୍ବାର ରିଚାର୍ଜ କରି କରି ବିରକ୍ତ ହେଉଛନ୍ତି? କି? ଗୋଟିଏ ଥର ରିଚାର୍ଜ କଲେ ମାସ ମାସ ଧରି କଲ୍, ଡାଟା ଓ SMSର ଚିନ୍ତା ନଥିବ ଏମିତି ପ୍ଲାନ୍ ଖୋଜୁଛନ୍ତି? ତେବେ ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL)ର ନୂଆ “Freedom Plan” ଆପଣଙ୍କ ପାଇଁ ପରଫେକ୍ଟ ଚଏସ୍! ଅନ୍ୟ ଘରୋଇ…

ଗହୀରମଥାରୁ ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

କେନ୍ଦ୍ରାପଡା: ବନ ବିଭାଗ ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଏଥିସହ ୨ଟି ଟ୍ରଲରକୁ ଜବତ କରାଯାଇଛି । ଏହିମାନେ ଅଲିଭରିଡ୍‌ଲେ କଇଁଚ୍ଛଙ୍କ ସୁରକ୍ଷା ପାଇଁ ରହିଥିବା ନିଷିଦ୍ଧାଞ୍ଚଳରେ ମାଛ ମାରୁଥିଲେ । ଗିରଫ ​‌ହୋଇଥିବା ମତ୍ସ୍ୟଜୀବୀମାନେ ବାଲେଶ୍ଵର ଏବଂ…

ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରର ବିକାଶକୁ ତ୍ୱରାନ୍ୱିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର

ଭୁବନେଶ୍ବର: ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରର ବିକାଶକୁ ତ୍ୱରାନ୍ୱିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହେଉଥିବା ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର, ଛତିଶଗଡ଼ର ବନାଞ୍ଚଳ, ଓଡ଼ିଶାର ଖଣିଜ ସମୃଦ୍ଧ କ୍ଷେତ୍ର ଏବଂ…

ଏସ. ଜୟଶଙ୍କରଙ୍କ ମନ୍ତବ୍ୟକୁ ନେଇ ଚିହିଁକିଲା ପାକିସ୍ତାନ…

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ, ଭିତ୍ତିହୀନ ଏବଂ ଦାୟିତ୍ୱହୀନ ବୋଲି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ତାହିର ଆଦରାବି ଏକ ଲିଖିତ ବିବୃତ୍ତି ଜାରି କରି କହିଛନ୍ତି। ଏହିପରି ମନ୍ତବ୍ୟକୁ ପାକିସ୍ତାନ…

ବାରବାଟୀରେ ଆନ୍ତର୍ଜାତୀୟ ଟି୨୦: ଦକ୍ଷିଣ ଆଫ୍ରିକା ପଲା ଭାରୀ

କଟକର ବାରବାଟୀ ଷ୍ଟାଡିୟମକୁ ଫେରିଛି ଆନ୍ତର୍ଜାତୀୟ ଟି୨୦ ମୁକାବିଲା । ସବୁ କିଛି ପ୍ରସ୍ତୁତି ହୋଇଛି ଶେଷ । ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତ ଟେଷ୍ଟ ସିରିଜ ହାତଛଡା…

ରେଲୁୱେ ବାହାର କଲା ୧ ଲକ୍ଷ ଚାକିରି ! ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ:  ଦେଶର ଲକ୍ଷ ଲକ୍ଷ ଯୁବକ-ଯୁବତୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ! ଭାରତୀୟ ରେଳବାଇ ୨୦୨୪ ଓ ୨୦୨୫ ମିଶାଇ ମୋଟ୍ ୧,୨୦,୫୭୯ (ଅର୍ଥାତ୍ ୧.୨୦ ଲକ୍ଷରୁ ଅଧିକ) ପଦବୀରେ ବଡ଼ ଧରଣର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏହି ବିଶାଳ ନିଯୁକ୍ତି ଅଭିଯାନନକୁ ରେଳ ମନ୍ତ୍ରୀ…

ଦେବଦାସ ଛୋଟରାୟଙ୍କ ‘ଆମ ସମୟର ମଣିଷ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ୨୦୨୫ର ଦ୍ୱିତୀୟ ଦିବସରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟର ଷ୍ଟଲରେ ଉପସ୍ଥାପିତ ସଂଗ୍ରହକୁ ଅନେକ ସାହିତ୍ୟିକ, ଛାତ୍ର ଓ ପୁସ୍ତକପ୍ରେମୀ ଉପଭୋଗ କରିଥିଲେ । ସନ୍ଧ୍ୟା ୫ଟାରେ ଖ୍ୟାତନାମା ଲେଖକ ଦେବଦାସ ଛୋଟରାୟଙ୍କ ପୁସ୍ତକ "ଆମ ସମୟର ମଣିଷ"…