Latest Odisha News

BREAKING NEWS

Yearly Archives

2025

ରାଜ୍ୟରେ ପଞ୍ଚାୟତ ଓ ବ୍ଲକ ଗଠନକୁ ନେଇ ଏହି ତଥ୍ୟ ରଖିଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗଠନ ହେବନି କୌଣସି ପଞ୍ଚାୟତ କି ବ୍ଲକ୍ । ୨୫୦୧ ଗାଁର ପଡା ଗାଁ ମାନ୍ୟତା ଆବେଦନ ଖାରଜ କରିଛି ରାଜସ୍ୱ ବିଭାଗ । ୫ ହଜାର ୫୬୬ ଗାଁକୁ ପଡା ଗାଁ ମାନ୍ୟତା ଦେବାକୁ ରାଜସ୍ୱ ବିଭାଗ ପାଖରେ ଆବେଦନ ହୋଇଥିଲା । ଅବଶିଷ୍ଟ ୧୧୭୭ ଗାଁର ପ୍ରସ୍ତାବ ବିଚାରାଧୀନ ଅଛି…

କେନ୍ଦୁଝରରେ ଅଜବ ଘଟଣା; ପ୍ରେମ ପାଇଁ ଟାୱାରରେ ଚଢ଼ିଲା ପ୍ରେମିକ

କେନ୍ଦୁଝର: ବଲିଉଡ କ୍ଲାସିକ୍ ଫିଲ୍ମ ଶୋଲେର ଏକ ପ୍ରସିଦ୍ଧ ଦୃଶ୍ୟକୁ ମନେ ପକାଇ ଦେଇଛନ୍ତି କେନ୍ଦୁଝରର ଜଣେ ଯୁବକ। ଗୁରୁବାର ସକାଳେ କେନ୍ଦୁଝରର ସହରପଡ଼ା ଅଞ୍ଚଳର ଜଣେ ଯୁବକ ଜୁଡିଆ ଘାଟି ନିକଟରେ ଏକ ନବନିର୍ମିତ ହାଇ-ଭୋଲଟେଜ୍ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ଯାଇଥିଲେ। ଏପରିକି ଯଦି ତାଙ୍କ…

ବାଲୁକା କଳାରେ ପୁଟିନଙ୍କୁ ସ୍ବାଗତ ଜଣାଇଲେ ମାନସ ସାହୁ

ପୁରୀ: ଦୁଇ ଦିନିଆ ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହି ଅବସରରେ ଓଡିଶା କଳାକାର ମାନସ କୁମାର ସାହୁ ଏକ ସୁନ୍ଦର ବାଲୁକା କଳା ସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରିଛନ୍ତି । ମାନସ କୁମାର ସାହୁ ବିଶେଷ ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି ।…

ଆମେ ବି କାମ କରୁଛୁ ଏକା ତୁମେ ନୁହଁ: ମୋଦି ସରକାର ଉପରେ ବର୍ଷିଲେ ରାହୁଲ…

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଦିଲ୍ଲୀ ଆସୁଛନ୍ତି। ସାରା ବିଶ୍ୱ ତାଙ୍କର ବହୁ ପ୍ରତୀକ୍ଷିତ ଗସ୍ତ ଉପରେ ନଜର ରଖିଛି। ଦିଲ୍ଲୀରେ ମଧ୍ୟ ପ୍ରବଳ ଉତ୍ତେଜନା ଦେଖାଯାଉଛି। ଏହି ସମୟରେ, ପୁଟିନଙ୍କ ଦିଲ୍ଲୀ ପହଞ୍ଚିବା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ…

ଛାତ୍ରଙ୍କୁ କିଏ ବାନ୍ଧିଲା ଶିକୁଳିରେ; ଜାଣନ୍ତୁ କଣ କହୁଛନ୍ତି ପରିବାର…

ବାଲେଶ୍ୱର: ନୀଳଗିରି ବ୍ଲକର ବେଗୁନିଆ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ପ୍ରାୟ ୧୦ ଦିନ ଧରି ଶିକୁଳିରେ ବନ୍ଧା ହୋଇ ରହିଥିଲେ ଜଣେ ଆଠ ବର୍ଷର ବାଳକ। ଯାହାଙ୍କୁ ବୁଧବାର ଦିନ ଉଦ୍ଧାର କରାଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଉକ୍ତ ଭିଡିଓ ଜଣେ ପିଲାର ଗୋଡ଼ରେ ଲୁହା ଶିକୁଳି ବନ୍ଧା…

ଆଜିଠୁ ପୁଣି ବଢ଼ିବ ଶୀତ ପ୍ରକୋପ, ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ରାତି ତାପମାତ୍ରା

ଭୁବନେଶ୍ୱର: ଆଜିଠୁ ପୁଣି ବଢ଼ିବ ଶୀତ ପ୍ରକୋପ। ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ। ଶନିବାର ଯାଏ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କିଛି ଦିନ ପରେ ଶୀତ ପୁଣି ବଢ଼ିଛି। ମଙ୍ଗଳବାର ରାତିରେ ଜି. ଉଦୟଗିରି,…

Russian Deputy Prime Minister:ରାଷ୍ଟ୍ରପତିଙ୍କ ପୂର୍ବରୁ ଭାରତରେ ପହଞ୍ଚିଲେ ରୁଷର ଉପପ୍ରଧାନମନ୍ତ୍ରୀ ଡେନିସ୍…

ନୂଆଦିଲ୍ଲୀ : ଆଉ କିଛି ସମୟରେ ଭାତରେ ପହଞ୍ଚିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ତେବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ, ରୁଷର  ଉପ-ପ୍ରଧାନମନ୍ତ୍ରୀ ତଥା  ଭାରତ-ରୁଷ ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ…

ବରଗଡ଼ ଧନୁଯାତ୍ରା ନିମନ୍ତେ କୋଟିଏ ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି

ଭୁବନେଶ୍ୱର: ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ…

ଉନ୍ମତ୍ତ କାଣ୍ଡ: ନିଶା ଖାଇ ମାଆକୁ ପେଟ୍ରେଲ ଢ଼ାଳି ଜାଳିଦେଲା ପୁଅ

ଭଦ୍ରକ: ନିଶା ସେବନ କରି ପୁଅର ଉନ୍ମତ୍ତ କାଣ୍ଡ। ନିଶା ଖାଇବାକୁ ଟଙ୍କା ନଦେବାରୁ ଜନ୍ମ କଲା ମାଆକୁ ପେଟ୍ରୋଲ ଢ଼ାଳି ଜାଳିଦେଲା ପୁଅ। ନିଶା ଉଜାଡି ଦେଲା ପରିବାର। ନିଶା ଖାଇବା ପାଇଁ ପାଗଳ ହୋଇ ଜନ୍ମ କଲା ମାଆକୁ ଜାଳିଦେଲା ପୁଅ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି…

Kantabanjhi Mla Laxman Bag: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ; ଥାନାରେ ଏତଲା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ଦେଲେ ହତ୍ୟା ଧମକ। ଦୁର୍ବ୍ୟବହାର ସହ ମାରିଦେବାକୁ ଧମକ ମିଳିଛି । ଜିଆର୍‌ପି ଥାନାରେ ଅଭିଯୋଗ କଲେ ନିଜେ ବିଧାୟକ ଲକ୍ଷ୍ମଣ ବାଗ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ଜିଆରପି…