Latest Odisha News

BREAKING NEWS

Yearly Archives

2025

ପୁଣି ଭାରତକୁ ଆସିବ ୮ ଚିତା; ଆସନ୍ତା ମେ’ରେ ପ୍ରଥମ ପର୍ଯ୍ୟାୟରେ ଆସିବେ ୪

ଭୋପାଳ: ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି ଚିତାବାଘ ଭାରତକୁ ଅଣାଯିବ। ପ୍ରୋଜେକ୍ଟ ଚିତା ଅଧୀନରେ, ସେମାନଙ୍କୁ ଏବେ ପର୍ଯ୍ୟାୟକ୍ରମେ ଗାନ୍ଧୀ ସାଗର…

କିନ୍ନର ବେଶରେ ପିଲା ଚୋରି ଘଟଣା; ଶିଶୁକନ୍ୟା ଉଦ୍ଧାର, ୨ ଅପହରଣକାରୀ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରୁ ଶିଶୁକନ୍ୟା ଚୋରି ଘଟଣା । କିନ୍ନର ବେଶରେ ଠାକୁରମୁଣ୍ଡାରୁ ଚୋରି କରିଥିବା କିନ୍ନରକୁ ପିଲା ସହ ମାଡ଼ି ବସିଲେ ଅନ୍ୟ କିନ୍ନର ମାନେ । ଅପହରଣ ହେବାର ତିନି ଦିନ ପରେ ଆଜି ଶିଶୁ କନ୍ୟାକୁ ଯାଜପୁର ରୋଡ ଥାନା କାଚହୁଡ଼ି ସାହିରୁ ଜଣେ ଛଦ୍ମବେଶୀ…

କାଲି ଠାରୁ ୪ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାମ

ପୁରୀ: ଆସନ୍ତାକାଲି ଅର୍ଥାତ୍ ୨୧ ତାରିଖ ସୋମବାର ଠାରୁ ୪ ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାମ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ୨୧ ତାରିଖ ସୋମବାର ପଇତାଲାଗି, ମଙ୍ଗଳବାର ରାମାଭିଷେକ, ବୁଧବାର ବନକଲାଗି ଏବଂ ଗୁରୁବାର…

ଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣାରେ ୧୧ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ମୁସ୍ତଫାବାଦ ଅଞ୍ଚଳରେ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା କୋଠା ତଳେ ଅନେକ ଫଶିରହିଥିବା କାରଣରୁ ଏନଡିଆରଏଫ୍ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

କାଳବୈଶାଖୀ ନେଇ ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଲାଗି ରହିଛି କାଳବୈଶାଖୀ ବର୍ଷା । ପ୍ରବଳ ପବନ ସାଙ୍ଗକୁ ବିଜଳି ଘଡ଼ଘଡି ସହ କୁଆପଥର ବର୍ଷାରେ ନାହିଁ ନଥିବା ହଇରାଣ ହେଉଛନ୍ତି ରଜ୍ୟବାସୀ । ତେବେ ଆହୁରି ୪ଦିନ କାଳବୈଶାଖୀ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ…

ରାଜଧାନୀରେ ଫୁଟିଲା ଗୁଳି, ଯୁବକ ଆହତ

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ହେଲେ ଗୁଆପୁର ଗାଁର ଦୀପ୍ତିରଞ୍ଜନ ମହପାତ୍ର । ତାଙ୍କ ବାମ ହାତରେ ଗୁଳି ବାଜିଛି । ବାଲିପାଟଣା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ଖବର ମୁତାବକ, ବିଳମ୍ବିତ ରାତିରେ ଦୀପ୍ତିରଞ୍ଜନ ମହପାତ୍ର ତାଙ୍କ…

ରାଜ୍ୟର ଏହି ଦୁଇଟି ହସ୍ପିଟାଲରେ ମିଳୁନି ଏପିଲେପ୍ସି ସର୍ଜରି ଚିକିତ୍ସା; ବାହାର ରାଜ୍ୟକୁ ଯାଉଛନ୍ତି ଶିଶୁ ରୋଗୀ

କଟକ: ଏସ୍‌ସିବି ଓ ଶିଶୁଭବନରେ ଏପିଲେପ୍ସି ସର୍ଜରି ଚିକିତ୍ସା ଅଭାବରୁ ଏବେ ବାହାର ରାଜ୍ୟକୁ ଯାଉଛନ୍ତି ଶିଶୁରୋଗୀ । ବର୍ଷକୁ ଚିକିତ୍ସା ପାଇଁ ୨ ଶହ ଶିଶୁ ମୁମ୍ବାଇ ଯାଉଥିବା ନେଇ ସୂଚନା ରହିଛି । କେବଳ କଟକ ଜିଲ୍ଲାରୁ ପ୍ରାୟ ୪୦ଜଣ ଶିଶୁ ମୁମ୍ବାଇ ଯାଉଛନ୍ତି । ରାଷ୍ଟ୍ରୀୟ ବାଲ୍‌…

୮୨ ବର୍ଷ ପରେ ଅକ୍ଷୟ ତୃତୀୟାରେ ଦୁର୍ଲଭ ସଂଯୋଗ; ଏହି ରାଶିଙ୍କ ଦୂର ହେବ ଚିନ୍ତା

ଭୁବନେଶ୍ବର:ଆସନ୍ତା ୩୦ ତାରିଖରେ ଚଳିତ ବର୍ଷ ଅକ୍ଷୟ ତୃତୀୟା ପାଳନ ହେବ । ଅର୍ଥାତ୍ ଏପ୍ରିଲ ୩୦ରେ ଅକ୍ଷୟ ତୃତୀୟା ପାଳନ କରାଯିବ । ତେବେ ଚଳିତ ଅକ୍ଷୟ ତୃତୀୟାରେ ସର୍ବାର୍ଥ ସିଦ୍ଧି ଯୋଗ,ଶୋଭନ ଯୋଗ ଓ ରବି ଯୋଗ ସୃଷ୍ଟି ହେଉଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଆଶ୍ଚର୍ଯ୍ୟଜନକ…

ଶ୍ରୀ ଭାଗବତ ସାର ୧୨: ଶ୍ରୀକୃଷ୍ଣ ଭକ୍ତିରେ ପରିପୂର୍ଣ୍ଣ ଶ୍ରୀମଦ ଭାଗବତ ଗ୍ରନ୍ଥ ହିଁ ଆମର ଆଧାର ଗ୍ରନ୍ଥ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ଭଗବାନ ସ୍ୱରୂପ ବ୍ୟାସଦେବଙ୍କ ଆନ୍ତରରେ କିପରି ସ୍ପୁରିତ ହେଲା ତାହା ଅବଗତ ହେବା ପରେ ଏତିକି ସ୍ପଷ୍ଟ ହେଲା ଯେ ଶ୍ରୀକୃଷ୍ଣ ହିଁ ପରମ ସତ୍ୟ ଏବଂ ନିଷ୍କାମ ଭକ୍ତି ପାଇବା ପାଇଁ ଏହି ପରମ ସତ୍ୟଙ୍କ…

ବିଶ୍ୱରେ ପ୍ରଥମ: ମାରାଥନରେ ମଣିଷ ସହିତ ଦୌଡୁଛି ରୋବୋଟ୍ , ଜାଣନ୍ତୁ କିଏ ଜିତିଲା ରେସ୍

ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମଥର ପାଇଁ ଏପରି ଦୌଡ଼ ଚୀନ୍‌ରେ ଦେଖିବାକୁ ମିଳିଛି; ଯେଉଁଥିରେ ମଣିଷ ସହିତ ରୋବୋଟମାନଙ୍କୁ ମଧ୍ୟ ଦୌଡୁଥିବାର ଦେଖାଯାଇଥିଲା। ଶନିବାର ଦିନ ଚୀନ୍ ବିଶ୍ୱର ପ୍ରଥମ ହ୍ୟୁମାନୋଏଡ୍ ରୋବୋଟ୍ ମାରାଥନ୍ ଆୟୋଜନ କରିଥିଲା। ଏଥିରେ,୨୧ ରୋବୋଟ୍ ମଣିଷଙ୍କ ସହିତ ଦୌଡ଼ିଥିଲେ।…