Latest Odisha News
Yearly Archives

2025

Congress:୨୬ ନଭେମ୍ବର ସମ୍ବିଧାନ ବଞ୍ଚାଅ; ୧୪ ଡିସେମ୍ବର କଂଗ୍ରେସର ଦିଲ୍ଲୀ ଚଲୋ ଡାକରା

ଭୁବନେଶ୍ୱର: ଏଆଇସିସିର ସଂଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୩୫ ସାଂଗଠନିକ ଜିଲ୍ଲାରେ ସଭାପତିମାନଙ୍କୁ ଚୟନ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ନବନିଯୁକ୍ତ ସଭାପତିମାନେ ‘ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ’ ତଥା ନୂଆପଡ଼ା ଉପନିର୍ବାଚନରେ ବ୍ୟସ୍ତ ଥିବାରୁ ନିଜନିଜ ଜିଲ୍ଲା…

ବିଜେଡି ପ୍ରତିଷ୍ଠା ଦିବସରେ ନବୀନ କରିବେ କି ବଡ଼ ଘୋଷଣା?

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ପରବର୍ତ୍ତୀ ନେତା କିଏ ହେବେ? ଏ ପ୍ରଶ୍ନକୁ ନେଇ ଏବେ ଦଳ ଭିତରେ ଓ ବାହାରେ ଜୋର୍‌ ଧରିଛି ଚର୍ଚ୍ଚା। ତେବେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ରବିବାର ସ୍ପଷ୍ଟ କହିଛନ୍ତି, ନବୀନ ପଟ୍ଟନାୟକ ନିଜେ ଘୋଷଣା ନକଲା ଯାଏଁ କିଛି ନିଶ୍ଚିତ ହେବ…

Gang lifestyle through Music: ‘ଗ୍ୟାଙ୍ଗ ଜୀବନଶୈଳୀକୁ ପ୍ରୋତ୍ସାହିତ କରୁଥିବା ଗାୟକଙ୍କୁ ଅପରାଧୀ ଭାବରେ…

ନୂଆଦିଲ୍ଲୀ: ହରିୟାଣା ଡିଜିପି ଓପି ସିଂହ ରାଜ୍ୟର ପୋଲିସ ଅଧିକାରୀମାନଙ୍କୁ ଗ୍ୟାଙ୍ଗ ସଂସ୍କୃତିକୁ ପ୍ରୋତ୍ସାହିତ କରୁଥିବା ଗାୟକ, ସଙ୍ଗୀତ ଏବଂ ଭିଡିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଡିଜିପି ଓପି ସିଂହ ପୋଲିସ ଅଧିକାରୀମାନଙ୍କୁ ଏକ ଚିଠିରେ କଡ଼ା…

ନୂଆ ଲେବର କୋଡ୍‌ରେ କମିଯିବ ଆପଣଙ୍କ ଦରମା ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ…

ନୂଆଦିଲ୍ଲୀ: ଦେଶରେ ୨୯ଟି ପୁରୁଣା ଶ୍ରମ ଆଇନକୁ ସରଳୀକରଣ କରି ଏବେ ୪ଟି ନୂଆ ଲେବର କୋଡ୍ ଲାଗୁ ହୋଇସାରିଛି। ଏହି ବଡ଼ ପରିବର୍ତ୍ତନ ଯୋଗୁ ଗ୍ରାଚୁଇଟି, ପିଏଫ୍ ଓ ପେନ୍‌ସନ୍ ଭଳି ରିଟାୟରମେଣ୍ଟ ଫଣ୍ଡ ଆହୁରି ମଜବୁତ୍ ହେବ, କିନ୍ତୁ ଲକ୍ଷ ଲକ୍ଷ କର୍ମଚାରୀଙ୍କ ମାସିକ ଦରମା (ଟେକ୍-ହୋମ୍ ସାଲାରି)…

ବାତ୍ୟା ଆଶଙ୍କା, ଶରତ ସାହୁଙ୍କ ଆକଳନ ସବୁ ଖବର ଉପରେ ପକାଇଲା ଫୁଲଷ୍ଟପ?

ଭୁବନେଶ୍ୱର: ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଆଉ ଦୁଇ-ତିନି ଦିନ ଭିତରେ ବାତ୍ୟାର ରୂପ ନେବ। କିନ୍ତୁ ଏହା କେଉଁଠି ଲ୍ୟାଣ୍ଡଫଲ କରିବ, କିଛି ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ମଡେଲ ଭିନ୍ନ ଭିନ୍ନ କଥା କହୁଛନ୍ତି। ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, “ଓଡ଼ିଶାବାସୀ ବାତ୍ୟାକୁ ନେଇ ଭୟ…

ଅବସର ପରେ କୌଣସି ସରକାରୀ ପଦବୀ ଗ୍ରହଣ କରିବି ନାହିଁ: ପୂର୍ବତନ ମୁଖ୍ୟ ବିଚାରପତି ବି.ଆର୍ ଗଭାଇ

ନୂଆଦିଲ୍ଲୀ: ବି.ଆର. ଗଭାଇ ଭାରତର ମୁଖ୍ୟ ବିଚାରପତି ଭାବରେ ଅବସର ଗ୍ରହଣ କରିଛନ୍ତି । ଅବସର ପରେ ସେ ଘୋଷଣା କରିଥିଲେ ଯେ ସେ ଆଉ କୌଣସି ସରକାରୀ ପଦବୀରେ ରହିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ସରକାରଙ୍କ ସପକ୍ଷରେ ରାୟ ଦେଉଥିବା ବିଚାରପତି ଜଣେ ସ୍ୱାଧୀନ ବିଚାରପତି ନୁହଁନ୍ତି ବୋଲି…

ବ୍ଲାଇଣ୍ଡ ମହିଳା ଟି୨୦ ବିଶ୍ୱକପ: ଇତିହାସ ରଚିଲା ଭାରତୀୟ ଟିମ

ନୂଆଦିଲ୍ଲୀ: ପ୍ରଥମ ଥର ଖେଳା ଯାଇଥିବା ବ୍ଲାଇଣ୍ଡ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଇତିହାସ ରଚିଛି । ରବିବାର କଲମ୍ବୋରେ ଖେଳା ଯାଇଥିବା ଫାଇନାଲରେ ଭାରତ ୭ ୱିକେଟରେ ନେପାଳକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ନେପାଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୧୪ ରନ…

ପଛୁଆ ବର୍ଗ ଆୟୋଗଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ଖଣ୍ଡାୟତ ସମେତ ଏହି ୧୩ ଜାତିକୁ ସାମିଲ…

ଭୁବନେଶ୍ୱର: ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଛୁଆ ବର୍ଗ ଆୟୋଗଙ୍କୁ ଚିଠି କରିଛନ୍ତି। ଓଡ଼ିଶାର ୧୪ଟି ସମ୍ପ୍ରଦାୟ ଯେଉଁଥିରେ ପ୍ରମୁଖ ଖଣ୍ଡାୟତ ଜାତି ଅନ୍ତର୍ଭୁକ୍ତ ରହିଅଛି ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ଅନ୍ତର୍ଭୁକ୍ତ କରିବା…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ରାହୁଲ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୨ ବର୍ଷ ପରେ କେଏଲ ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇବେ । ରିଷଭ ପନ୍ତ ଦିିନିକିଆ ଦଳକୁ ଫେରିଥିବା ବେଳେ ଅକ୍ଷର ପଟେଲ ସୁଯୋଗ ମିଳିନି । ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା…

WhatsAppରେ ଆସୁଛି ‘ଗ୍ରୁପ୍ ଚାଟିଂ ଫିଚର’, ଆହୁରି ମଜାଦାର କରିବ ଏହି ଫିଚର୍

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ନିରନ୍ତର ନୂଆ ନୂଆ ଫିଚର ଆଣି ଚାଟିଂ ଅଭିଜ୍ଞତାକୁ ଆହୁରି ସରଳ ଓ ମଜେଦାର କରୁଛି। ଏହି ଧାରାରେ କମ୍ପାନି ଏବେ ଏକ ନୂଆ ଫିଚର ‘ଗ୍ରୁପ୍ ଟ୍ୟାଗ୍’ ଉପରେ କାମ କରୁଛି। ଏହି ଫିଚର ମାଧ୍ୟମରେ ଗ୍ରୁପ୍‌ର ସଦସ୍ୟମାନେ ନିଜେ ନିଜକୁ ନିଜର ଇଚ୍ଛାମୁତାବକ ବ୍ୟକ୍ତିଗତ ଟ୍ୟାଗ୍…