Latest Odisha News

BREAKING NEWS

Yearly Archives

2025

Edo wedding traditions ଅଜବ ବାହାଘର…ଏଠାରେ ସ୍ବାମୀଙ୍କ ସହ ନୁହେଁ, କନ୍ୟା ଶ୍ବଶୁରଙ୍କ ସହ ନିଅନ୍ତି ବଚନ

ନୂଆଦିଲ୍ଲୀ:  ସାରା ବିଶ୍ୱରେ ବିବାହ ବିଭିନ୍ନ ରଙ୍ଗରେ ପାଳିତ ହୁଏ।  ସବୁ ଧର୍ମରେ ସବୁ ଦେଶରେ ଏହାର ରୀତିନୀତି  ଭିନ୍ନ ହୋଇଥାଏ । କେତେକ ସମୟରେ କିଛି ବିବାହର ପରମ୍ପରାରେ ଏପରି  କିଛି ରୀତିନୀତି ସାମିଲ ଥାଏ ଯାହାକୁ ଶୁଣି ହିଁ ଆଶ୍ଚର୍ଯ୍ୟ ଲୋଗେ ।  ଭାରତରେ ହିନ୍ଦୁ ବିବାହରେ, କନ୍ୟାଦାନ…

ବାପାର ଦଶାହ ଦିନ ଚାଲିଗଲା ପୁଅର ଜୀବନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅତରଙ୍ଗ ଗ୍ରାମରେ ଘଟିଛି ଦୁଃଖଦ ଘଟଣା। ବାପା ମରିବାର ୧୦ ଦିନରେ ପୁଅର ମୃତ୍ୟୁ ହୋଇଥିବାରୁ ଗାଁରେ ଶୋକର ଛାୟା ଖେଳିଯାଇଛି। ବାପାର ଦଶାହ କାର୍ଯ୍ୟ ଏବଂ ପୁଅର ଅନ୍ତ୍ୟେଷ୍ଟି କ୍ରିୟା କେମିତି ହେବ ସେଥିପାଇଁ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଏବେ…

Nitish Kumar oath: ଆଜି ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର, ଏହିମାନେ ପାଇବେ ମନ୍ତ୍ରୀ…

ପାଟନା: ନୀତିଶ କୁମାର ଆଜି ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ଗୁରୁବାର ପୂର୍ବାହ୍ନ ୧୧:୩୦ ରେ ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

Tomato prices: ପୁଣି ନିୟନ୍ତ୍ରଣ ବାହାରେ ଟମାଟୋ ଦର…୧୦ ଦିନ ମଧ୍ୟରେ ୫୦% ମହଙ୍ଗା…

ନୂଆଦିଲ୍ଲୀ: ପୁଣି ବଢିଲା ଟମାଟୋ ଦର । ସାରା ଦେଶରେ ଟମାଟୋର ମୂଲ୍ୟ ହଠାତ୍ ବୃଦ୍ଧି ପାଇଛି । ମାତ୍ର ୧୦ ରୁ ୧୫ ଦିନ ମଧ୍ୟରେ ପ୍ରାୟ ୫୦% ବୃଦ୍ଧି ପାଇଛି। ଅନେକ ସ୍ଥାନରେ, ଭଲ ଗୁଣବତ୍ତାର ଟମାଟୋ ପ୍ରତି କିଲୋ ୧୦୦ ଟଙ୍କାରେ ପହଞ୍ଚିଛି, ଯାହା ରୋଷେଇ ଘରର ବଜେଟକୁ ସମ୍ପୂର୍ଣ୍ଣ ଭାବରେ ବାଧା…

Loot: ବନ୍ଧୁକ ମୁନରେ ପରିବହନ କାର୍ଯ୍ୟାଳୟରୁ ଲୁଟ୍,୩ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ

ସୁନ୍ଦରଗଡ: ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି । ରାତି ୧୨ଟାରେ ୭ରୁ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି…

National Para Swimming Championships: ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡିଶାର ୩୯ ପଦକ ହାସଲ

ଭୁବନେଶ୍ୱର: ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡ଼ିଶା ପାରା କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରା ସନ୍ତରଣ ଦଳ ଏହି ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୧୮ଟି ରୌପ୍ଯ ଓ ୧୩ଟି କାଂସ୍ଯ ସର୍ବମୋଟ ୩୯ଟି ପଦକ ହାସଲ…

Odisha High Court: ହାଇକୋର୍ଟରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଆଶ୍ବସ୍ତି, ମୋକଦ୍ଦମା ଖାରଜ

କଟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ବହୁତ ବଡ଼ ଆଶ୍ବସ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ନିର୍ବାଚନୀ ମୋକଦ୍ଦମାକୁ ହାଇକୋର୍ଟ ଖାରଜ କରିଛନ୍ତି। ଫଳରେ ୨୦୨୪ରୁ…

High blood pressure patient: ଉଚ୍ଚ ରକ୍ତଚାପ ଥିବା ରୋଗୀମାନେ ଶୀତ ଦିନେ ଏହି ଜିନିଷ ପ୍ରତି ଧ୍ୟାନ…

ଭୁବନେଶ୍ବର: ଉଚ୍ଚ ରକ୍ତଚାପର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଥଣ୍ଡା ପାଗ ଏହି ସମସ୍ୟାକୁ ଆହୁରି ଗୁରୁତର କରିଥାଏ। ଶୀତଦିନେ ତାପମାତ୍ରା ହ୍ରାସ ପାଇଲେ, ଶରୀରର ଶିରାଗୁଡ଼ିକ ସଙ୍କୁଚିତ ହୋଇଯାଏ, ଯାହା ଫଳରେ ରକ୍ତଚାପ ସ୍ୱାଭାବିକ ଭାବରେ ବୃଦ୍ଧି ପାଏ। ଥଣ୍ଡା ପବନ ଶରୀର ଉପରେ ଚାପ…

ସାଇକୋ କିଲର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ…

ମୁମ୍ବାଇ: "ଧକ୍-ଧକ୍ ଗାର୍ଲ" ତଥା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ଆଗାମୀ ସିରିଜ 'ମିସେସ ଦେଶପାଣ୍ଡେ'ରେ ଜଣେ "ସାଇକୋ କିଲର" ଭୂମିକାରେ ନଜର ଆସିବେ। ଏହାର ଏକ ଟିଜର ରିଲିଜ ହୋଇଛି। ଯେଉଁଥିରେ ସସପେନ୍ସ ଫୁଲ୍ ସଂଗୀତ ସହିତ ମାଧୁରୀଙ୍କୁ ଦର୍ପଣ ସାମ୍ନାରେ ବସି ସଜେଇ ହେଉଥିବାର ଦୃଶ୍ୟ…

ଏହି ସବୁ ରାଶି ପାଇଁ କାଲି ଖାସ୍ ଦିନ, ପ୍ରେମରେ ମିଳିବ ସଫଳତା

ଭୁବନେଶ୍ୱର: ଆଜିର ଦ୍ରୁତଗତିର ଦୁନିଆରେ, ଯେଉଁଠାରେ ସୋସିଆଲ୍ ମିଡିଆ ଏବଂ କ୍ୟାରିୟର୍ ଚାପ ପ୍ରେମ ଜୀବନକୁ ପ୍ରଭାବିତ କରୁଛି, ସେଠାରେ ଜ୍ୟୋତିଷ ଶାସ୍ତ୍ର ଏକ ନୂତନ ଦିଗ ପ୍ରଦାନ କରୁଛି। ଜ୍ୟୋତିଷ ବିଶେଷଜ୍ଞମାନେ କହୁଛନ୍ତି ଏହି ଦିନ ପ୍ରେମ ରାଶିଫଳକୁ ଆମେ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିଛୁ -…