ଲଞ୍ଚ ହେଲା ଏଲନ୍ ମସ୍କଙ୍କଙ୍କ X Chat, WhatsAppକୁ ଦେବ ଟକ୍କର
ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବେ ଏକ ପୂର୍ଣ୍ଣାଙ୍ଗ ମେସେଜିଂ ଆପ୍ ହେବାକୁ ଯାଉଛି । କମ୍ପାନୀ ନୂଆ ମେସେଜିଂ ଫିଚର ‘Chat’ ଲଞ୍ଚ କରିଛି, ଯାହା ପୁରୁଣା DMକୁ ସଂପୂର୍ଣ୍ଣ ବଦଳାଇ ଦେଇଛି । ଏହା ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ସହ ଆସିଛି ଏବଂ ପ୍ରାଇଭେସିକୁ ଅଧିକ…