ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଜାଡେଜାଙ୍କ ବିଶ୍ୱରେକର୍ଡ
କୋଲକାତା: ଇଡେନଗାର୍ଡେନରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚରେ ରବୀନ୍ଦ୍ର ଜାଡେଜା ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ସେ ୨୫୦୦ରୁ ଅଧିକ ରନ ଓ ୧୫୦ରୁ ଊର୍ଦ୍ଧ୍ୱ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ତୃତୀୟ ଭାରତୀୟ ବୋଲର…