Latest Odisha News

BREAKING NEWS

Yearly Archives

2025

Chhadakhai: ବାସ୍ତବରେ କ’ଣ ରହିଛି ଛାଡଖାଇ ଦିନର ମହତ୍ତ୍ଵ…ଆମିଷ ଖାଇବା କେତେ ଯୁକ୍ତିଯୁକ୍ତ…

ଭୁବନେଶ୍ୱର: 'ଛାଡଖାଇ', ଓଡ଼ିଆ କ୍ୟାଲେଣ୍ଡରର ଏକ ଏମିତି ଦିନ ଯାହାକୁ ଚାତକ ଭଳି ଚାହିଁ ରହିଥାନ୍ତି ଆମିଷ ପ୍ରେମୀ, ଏହିଦିନ ବଜାରରେ ଆମିଷ ଦୋକାନ ପ୍ରବଳ ଭିଡ଼ ଦେଖିବାକୁ ମିଳେ, ଲୋକେ, କିଏ ଆଗ ନେବ ମାଡ଼ ଗୋଳ ଲାଗିଥାଏ ସତେ ଯେପରି...କିନ୍ତୁ ଏ କେମିତିକା ପରମ୍ପରା, ମାସ ଯାକ ଧରମ ଅର୍ଜିବା…

Nuapada Bypoll: ଆସନ୍ତାକାଲି ପୁଣି ନୂଆପଡ଼ା ଯିବେ ନବୀନ, ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିବେ ଭୋଟ

ନୂଆପଡ଼ା: ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେବାରେ ଲାଗିଲାଣି ନୂଆପଡ଼ା ମାହୋଲ। ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ। ଏହା ପୂର୍ବରୁ ପ୍ରଚାର ଘମାସାନ। ତିନି ଦଳର ନେତା ଓ ପ୍ରାର୍ଥୀ ଝାଳବୁହା କ୍ୟାମ୍ପେନ ଚଳାଇଛନ୍ତି। ଆସନ୍ତାକାଲି ପୁଣି ନୂଆପଡ଼ା ଯିବେ ବିଜେଡି…

WhatsApp ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ମିଳିବ ବଡ଼ ଆଶ୍ୱସ୍ତି, ଆସୁଛି ଫେକ୍ କଲ୍ ଏବଂ ମେସେଜ୍ ନେଇ ବଡ଼…

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ହ୍ୱାଟସଆପ୍ ଉପଭୋକ୍ତା ଖୁବ୍ ଶୀଘ୍ର ନକଲି କଲ୍ ଏବଂ ମେସେଜ୍ ରୁ ଆଶ୍ୱସ୍ତି ପାଇବେ। ମେଟାର ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ପାଇଁ ସମାନ ବୈଶିଷ୍ଟ୍ୟ ପରୀକ୍ଷଣ କରାଯାଉଛି। ଏହି ଫିଚରଟି ହ୍ୱାଟସଆପରେ ଠକେଇ କଲ୍ ଏବଂ ମେସେଜଗୁଡ଼ିକୁ ଅବରୋଧ କରିବ, ଆପଣଙ୍କ ବ୍ୟକ୍ତିଗତ…

Winter in Odisha: ରାଜ୍ୟରେ ପହିଲି ଶୀତ, ଆଗାମୀ ଦୁଇ ଦିନ ମଧ୍ୟରେ ଥରିବ ଓଡିଶା

ଭୁବନେଶ୍ୱର: ବାତ୍ୟାର ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ହ୍ରାସ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ପାରଦ…

ଡାଉନ୍ ହେଲା ଆରଆଇ ପରୀକ୍ଷା ସର୍ଭର, ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଡାଉନ୍ ହେଲା ଆରଆଇ ପରୀକ୍ଷା ସର୍ଭର। ଆରଆଇ ପରୀକ୍ଷାରେ ସର୍ଭର ଡାଉନ୍ ହେବାର ଅଭିଯୋଗ ଆସିଛି। ସର୍ଭର ଡାଉନ୍ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ। ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, କିନ୍ତୁ ଛାତ୍ରଛାତ୍ରୀ ୮.୪୫ରେ ଭିତରକୁ ଗଲେ। ରାଜ୍ୟର ବିଭିନ୍ନ…

Bihar Polls: ଭୋଟ ଦେଉଛି ବିହାର, ପ୍ରଥମ ପର୍ଯ୍ୟାୟରେ ଜାଣନ୍ତୁ କାହା କାହା ଭାଗ୍ୟ ବାଜିରେ…

ପାଟନା: ବିହାର ବିଧାନସଭାର ୨୪୩ ଆସନ ମଧ୍ୟରୁ ୧୨୧ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୩.୭୫ କୋଟି ଭୋଟର ୧,୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ଆରଜେଡି ନେତା ତେଜସ୍ୱୀ…

Bihar Assembly Elections: ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେଉଛି ବିହାର

ପାଟନା: ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଭୋଟ ଦେଉଛି ବିହାର। ୧୮ ଜିଲ୍ଲାରେ ୧୨୧ଟି ଆସନରେ ଭୋଟ ଦେଉଛନ୍ତି ଜନତା। ପ୍ରଥମ ପର୍ଯ୍ୟାୟରେ ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଏବଂ ଲକ୍ଷ୍ମୀସରାଇ ସମେତ ୧୮ଟି ଜିଲ୍ଲାର ୧୨୧ ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ…

ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ; ସରକାରୀ ଅନୁଦାନକୁ ୧୦ କୋଟି ଟଙ୍କାକୁ ବୃଦ୍ଧି 

ଭୁବନେଶ୍ବର: ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଅବସରରେ କହିଛନ୍ତି। କଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ…

ଜୟ କାହିଁକି ଦିଲ୍ଲୀରେ ବିକ୍ରି ହୋଇଗଲେ, କଳ୍ପନା ଢୋଲକିଆଙ୍କୁ ଜବାବ ମାଗିଲା ବିଜେଡି… 

ନୂଆପଡ଼ା: ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ମାନନ୍ତି । ଏପରି ଜଣେ ବ୍ୟକ୍ତିଙ୍କ ପ୍ରତି କେହି ମିଛରେ ବି ଲାଞ୍ଛନା ଦେଇପାରନ୍ତି ନାହିଁ। କିନ୍ତୁ ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ମାଆ ଯେପରି ଭାବେ ମିଥ୍ୟା ଆକ୍ଷେପ କରୁଛନ୍ତି…

ଘରୋଇ ହସ୍ପିଟାଲରେ ନର୍ସଙ୍କୁ ଅସଦାଚରଣ, ମେଡିକାଲ୍ ଆସିଷ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ…

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଗତ ୧୦ ମାସ ଧରି କାର୍ଯ୍ୟ କରି ଆସୁଥିବା ଜଣେ ଷ୍ଟାଫ୍ ନର୍ସ, ମେଡିକାଲ୍ ଆସିଷ୍ଟାଣ୍ଟ ଏବଂ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ଚନ୍ଦ୍ରଶେଖରପୁର୍ ଥାନାରେ ଏକ…