Historic Bali Yatra: କଟକ ଐତିହାସିକ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ପ୍ରଶାସନ ପକ୍ଷରୁ ବ୍ୟାପକ…
କଟକ: ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଉତ୍ସବ ଉଦ୍ଘାଟନ କରିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେବୋଟିଂ କ୍ଲବ୍ ପାଖରେ ଆସି ପହଞ୍ଚିବେ। ସେଠାରେ କିଛି ସମୟ…