Latest Odisha News

BREAKING NEWS

Yearly Archives

2025

ରାଜଧାନୀରେ ସେକ୍ସ ରାକେଟ ଘର ସିଲ୍ କଲା ପୋଲିସ, ଆଉ ଜଣେ ମହିଳା ଅଟକ

ଭୁବନେଶ୍ବର: ରାଜଧାନୀରେ ଝାଡଖଣ୍ଡର ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଉ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏହା ସହିତ ସଂପୃକ୍ତ ଘରକୁ ସିଲ୍‌ କରିବା ସହିତ ଘର ଭିତରେ ଥିବା ସମସ୍ତ କାଗଜପତ୍ରକୁ ମଧ୍ୟ ଜବତ କରିଛି ପୋଲିସ । ସିଲ୍‌ ହୋଇଥିବା ଘର ସାମ୍ନାରେ ବ୍ୟାପକ ପୋଲିସ…

ଭାରତ ଆସିବ ଆଫଗାନିସ୍ତାନ କ୍ରିକେଟ ଟିମ

ନୂଆଦିଲ୍ଲୀ: ପାକିସ୍ତାନ ଆକ୍ରମଣରେ ଆଫଗାନିସ୍ତାନର ୩ଜଣ କ୍ରିକେଟର ମୃତ୍ୟୁବରଣ କରିଛନ୍ତି । ଏଥିନେଇ ପାକିସ୍ତାନ ସହ ଆଫଗାନିସ୍ତାନ କ୍ରିକେଟ ସମ୍ପର୍କ ଚ୍ଛିନ୍ନ କରିଛି । ରିପୋର୍ଟ ମୁତାବକ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଆରମ୍ଭ ହେବ । ଏହା ପରୋକ୍ଷରେ…

କର୍ମଚାରୀଙ୍କୁ ଦୀପାବଳି ଭେଟି, ୫୧ଟି ଦାମୀ କାର ଗିଫ୍ଟ କଲା କମ୍ପାନୀ…

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଟ୍ରାଇସିଟି ସ୍ଥିତ ଏକ ଫାର୍ମା କମ୍ପାନୀ ଚଳିତ ଦୀପାବଳିରେ ନିଜ କର୍ମଚାରୀ ମାନଙ୍କୁ ଏପରି କିଛି ଉପହାର ଦେଇଛି। ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଶିଳ୍ପପତି ଏମ.କେ.ଭାଟିଆ ନିଜର ଉଦାରତା ପାଇଁ ଖୁବ୍ ପରିଚିତ। ନିଜର କର୍ମଚାରୀ ମାନଙ୍କୁ ସେଲିବ୍ରିଟି…

ଦୁର୍ଗା ମଣ୍ଡପରେ ଚୋରି ଅଭିଯୋଗରେ ୬ ଗିରଫ

ଭୁବନେଶ୍ୱର: ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ପଙ୍କପାଳ ଦୁର୍ଗା ମଣ୍ଡପରେ ଚୋରି ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଦୁର୍ଗା ମଣ୍ଡପରୁ ପିତ୍ତଳ ବାସନ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି କରିଛନ୍ତି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ବ୍ୟାପକ…

ଜୋତା କିଣିଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଫୁଲବାଣୀ: କନ୍ଧମାଳ ଦାରିଙ୍ଗିବାଡି ଅଞ୍ଚଳର ଏକ ଗାଁରେ ଜଣେ ବ୍ୟକ୍ତି ୮ମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ୧୪ ବର୍ଷୀୟ ନାବାଳିକାଙ୍କୁ ଜୋତା କିଣିବା ବାହାନାରେ ପ୍ରଲୋଭିତ କରି ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…

ଗମ୍ଭୀର, ଅଗରକରଙ୍କ ସମ୍ପର୍କୀତ ଖବରକୁ ନେଇ ରାଗିଗଲେ ସିଦ୍ଧୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି । ପ୍ରଥମ ଦିନିକିଆରେ ଭାରତ ପରାଜିତ ହୋଇଛି । ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ଏହି ମ୍ୟାଚରେ ବିଫଳ ହୋଇଛନ୍ତି । ଯାହାକୁ ନେଇ ତୀବ୍ର…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଆଉ ୨ ଜଣଙ୍କୁ ଉଠାଇ ଆଣିଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରୋମାଞ୍ଚକର ମୋଡ଼ । ଆଜି ପୁଣି ଭୁବନେଶ୍ବରରୁ ଦୁଇ ଜଣଙ୍କୁ ଉଠାଇ ନେଲା ପୋଲିସ । ଉଭୟଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ । ସେମାନଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ପୋଲିସ କହିଛି । ତେବେ ଘଟଣାସ୍ଥଳରେ…

ଭିନ୍ନ ଅନ୍ଦାଜରେ ଦୀପାବଳି ପାଳିଲେ ରାହୁଲ ଗାନ୍ଧୀ, ଦିଲ୍ଲୀର ସବୁଠୁ ପୁରୁଣା ଦୋକାନରେ ତିଆରି କଲେ ବେସନ ଲଡୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିନ୍ନ ଉପାୟରେ ଦୀପାବଳି ପାଳନ କରିଛନ୍ତି । ଏହି ବର୍ଷ ରାହୁଲ ଗାନ୍ଧୀ ଦୀପାବଳି ପାଇଁ ପୁରୁଣା ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ, ପ୍ରସିଦ୍ଧ ଏବଂ ଐତିହାସିକ ଘଣ୍ଟେୱାଲା ମିଠା ଦୋକାନରେ ନିଜ ହାତରେ ରାହୁଲ ବେସନ ଲଡୁ ଏବଂ ଇମର୍ତି ତିଆରି…

ପ୍ରତିଭା ସିଂହ କିଏ? WIPO ବିଚାରପତି ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷା ଭାବେ ହେଲେ ନିଯୁକ୍ତ

ନୂଆଦିଲ୍ଲୀ: WIPO ବିଚାରକ ମଣ୍ଡଳୀ (୨୦୨୫-୨୦୨୭)ରେ ବିଭିନ୍ନ ଦେଶର ୧୦ ଜଣ ପ୍ରଖ୍ୟାତ ବିଚାରପତି ଅଛନ୍ତି, ଯେଉଁଥିରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ପ୍ରତିଭା ଏମ. ସିଂହ ମଧ୍ୟ ସାମିଲ ଅଛନ୍ତି । ଜଷ୍ଟିସ୍ ପ୍ରତିଭା ଏମ. ସିଂହ ଏହି ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷତା ଭାବେ ନିଯୁକ୍ତ ହୋଇଛନ୍ତି…

Bihar Election: ହାତରେ ଲାଲୁଙ୍କ ଫଟୋ…ମଇଁଷି ପିଠିରେ ବସି ନାମାଙ୍କନ ଭରିବାକୁ ଗଲେ ପ୍ରାର୍ଥୀ, ଇଣ୍ଟରନେଟରେ…

ପାଟନା: ନଭେମ୍ବର ୬ରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ମତଦାନ ହେବାକୁ ଥିବା ବେଳେ ଏବେ ମଇଦାନ ଚଳଚଞ୍ଚଳ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ତାରିଖ ଶେଷ ହୋଇଥିବା ବେଳେ ନିଜ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଏହି ସମୟରେ ଟିକେଟ ନେଇ ହେଉ କି ପ୍ରାର୍ଥୀ…