ଏଣିକି ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ଏଆଇ ଉପରେ ପାଠ୍ୟକ୍ରମ ପ୍ରଚଳନ କରାଯିବ
ଭୁବନେଶ୍ବର: କୃତ୍ରିମ ବୁଦ୍ଧିମତ୍ତା (AI) ଶିକ୍ଷାକୁ ଆମ ଚାରିପାଖର ଦୁନିଆ ସହ ଜଡିତ ଏକ ମୌଳିକ ସାର୍ବଜନୀନ ଦକ୍ଷତା ଭାବରେ ବିବେଚନା କରାଯିବା ଉଚିତ ବୋଲି କହିଛନ୍ତି ବିଦ୍ୟାଳୟ ଶିକ୍ଷା ସଚିବ ।
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ…