Latest Odisha News

BREAKING NEWS

Yearly Archives

2025

୮୩ ଭାରତୀୟ ଯାତ୍ରୀଙ୍କୁ ବଞ୍ଚାଇଲା ପାକିସ୍ତାନ ସେନା, ଆତଙ୍କୀଙ୍କ ଖାଇବାରେ ବିଷ ଦେଇ….

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ନିର୍ଦ୍ଧାରିତ ସୂଚୀ ଅନୁସାରେ ଇଣ୍ଡିଆନ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଭରିଥିଲା। ଏହି ବିମାନରେ ମୋଟ ୮୩ ଜଣ ଯାତ୍ରୀ ଏବଂ କେବିନ୍ କ୍ରୁ ଉପସ୍ଥିତ ଥିଲେ। ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଅଫିସ୍…

IRCTC ବାହାର କଲା ବଡ଼ ନିଯୁକ୍ତି : ୩୦ ହଜାର ଉପରେ ଦରମା, ଇଣ୍ଟରଭ୍ୟୁ ପରେ ଚାକିରି

ନୂଆଦିଲ୍ଲୀ : ଇଣ୍ଡିଆନ୍ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ହସ୍ପିଟାଲିଟି ମନିଟରର ମୋଟ ୬୪ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ବିଶେଷ କଥା ହେଲା, ଏହି ପଦବୀଗୁଡ଼ିକ ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ। ପ୍ରାର୍ଥୀଙ୍କ ଚୟନ ଓ୍ଵାକ-ଇନ୍…

ଗୋଟିଏ ମିନିଟରେ ହୋଇଯିବ ଫୁଲ ଚାର୍ଜ ! ଜାଣନ୍ତୁ ଏହି ଟ୍ରିକ୍ସ

ନୂଆଦିଲ୍ଲୀ: ଅନେକ ସମୟରେ ଆମେ ଯେତେବେଳେ ବାହାରାକୁ ବୁଲିବାକୁ ଯାଉ ଫୋନ ଚାର୍ଜ ହୋଇଛି କିନା ତା’ଉପରେ ନଜର ଦେଉଥାଉ । ଆଉ ଯଦି ଭୁଲରେ ଫୋନ ଚାର୍ଜ ନକରିଥାଉ ତେବେ କଥା ସରିଲା । ଏମିତି ସମୟରେ ଭାବିଥାଉ କିଛି ଗୋଟେ ଚମତ୍କାର ହୋଇଯାନ୍ତାନି ଫୋନରେ ଚାର୍ଜ ଫୁଲ ହୋଉଯାନ୍ତା । ଆଜିକାଲି ଅନେକ…

ପାଣି ନା ଆଉ କିଛି… ସୂର୍ଯ୍ୟରେ କେଉଁ ପ୍ରକାର ବର୍ଷା ହୋଇଥାଏ ? ଗବେଷଣାରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ପୃଥିବୀରେ ବର୍ଷା ହେବା ସାଧାରଣ କଥା, କିନ୍ତୁ ଯଦି ଏହି ବର୍ଷା ସୂର୍ଯ୍ୟରେ ହୁଏ ତେବେ କ’ଣ ହେବ? ଏହା ଶୁଣିବାକୁ ବହୁତ ଅଦ୍ଭୁତ ଲାଗୁଛି, କିନ୍ତୁ ଏହା ସତ୍ୟ ଯେ ସୂର୍ଯ୍ୟରେ ମଧ୍ୟ ବର୍ଷା ହୁଏ। ତଥାପି ଏହି ବର୍ଷାରେ ଆକାଶରୁ ପାଣି ବର୍ଷା ହୁଏ ନାହିଁ। ବାସ୍ତବରେ, ସୂର୍ଯ୍ୟ…

ମହିଳା ଦିନିକିଆ ବିଶ୍ୱକପ: ଲୌରାଙ୍କ ଐତିହାସିକ ଇନିଂସ, ଫାଇନାଲରେ ଦକ୍ଷିଣ ଆଫ୍ରିକା

ଗୌହାଟୀ: ଚଳିତ ମହିଳା ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୧୨୫ ରନରେ ହରାଇ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଲୌରା ୱଲଭଡର୍ଟଙ୍କ ଐତିହାସିକ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଏହି ବିଜୟ ହାସଲ କରିଛି । ଫାଇନାଲରେ ଦକ୍ଷିଣ ଆଫ୍ରିକା ଟିମ…

Vigilance raid: ଭିଜିଲାନ୍ସ ଜାଲରେ CT&GST ଅଧିକାରୀ

ବଲାଙ୍ଗିର: ଟିଟିଲାଗଡ଼ର ଆସିଷ୍ଟାଣ୍ଟ CT & GST ଅଫିସର ଉମାକାନ୍ତ ମହାକୁଡ଼ ଲାଞ୍ଚନେବା ସମୟରେ ଧରାପଡ଼ିଲେ । ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କ ମିଥ୍ୟା ଜୋରିମାନା ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଅଧିକାରୀ ଶ୍ରୀ…

ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ନିମନ୍ତେ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ଵର: ରାଜ୍ୟର ମେଡିକାଲରେ ଆଇସିୟୁ ଏବଂ କ୍ରିଟିକାଲ କେୟାର ୟୁନିଟ ପାଇଁ ମାର୍ଗଦର୍ଶିକା ନିମନ୍ତେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନ ସଭାଗୃହରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ୨୦୧୬ ମସିହାର CA ୮୪୦୨ ଏବଂ ୨୦୨୪ ମସିହାର MA ୩୦୪୦୮…

ଆଇନ ବିଭାଗର ପ୍ରମୁଖ ସଚିବ ହେଲେ ପବିତ୍ର ମୋହନ ସାମଲ

ଭୁବନେଶ୍ୱର: ବଲାଙ୍ଗୀର ସଦରରେ ଜିଲ୍ଲା ଏବଂ ସେସନ୍ସ ଜଜ୍ ଭାବରେ ପୂର୍ବରୁ କାର୍ଯ୍ୟ କରୁଥିବା ପବିତ୍ର ମୋହନ ସାମଲଙ୍କୁ ଆଇନ ବିଭାଗର ପ୍ରମୁଖ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ହାଇକୋର୍ଟର ଅକ୍ଟୋବର ୨୮ ତାରିଖର ବିଜ୍ଞପ୍ତି ଅନୁଯାୟୀ, ବିଦାୟୀ ପ୍ରମୁଖ ସଚିବ ମାନସ ରଞ୍ଜନ…

ସୂର୍ଯ୍ୟକୁମାର ମାରିଲେ ୧୫୦ ଛକା

ନୂଆଦିଲ୍ଲୀ: ଭାରତୀୟ ଟି୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ୫ମ ଖେଳାଳି ଭାବେ କ୍ରିକେଟର ଏହି ଛୋଟ ଫର୍ମାଟରେ ୧୫୦ ଛକା ମାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ଅବସରରେ ସୂର୍ଯ୍ୟକୁମାର ୨ଟି ଛକା ମାରିଥିଲେ ।…

ବାତ୍ୟା ମୋନ୍ଥା; ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ନ ପ୍ରସବା ୮୮୦୪ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା 

ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ ସ୍ଥଳଭାଗ ଛୁଇଁବା ପରବର୍ତ୍ତୀ ସମୟରେ ସ୍ଵାସ୍ଥ୍ୟସେବା ସୁନିଶ୍ଚିତ କରିବା ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ଷେତ୍ରସ୍ତରୀୟ ସ୍ଵାସ୍ଥ୍ୟକେନ୍ଦ୍ର, ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ…