Latest Odisha News

BREAKING NEWS

Yearly Archives

2025

ଐତିହାସିକ କ୍ଲିନ ସୁଇପ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିିନିକିଆ କ୍ରିକେଟ ମ୍ୟାଚରେ ସିଡନୀରେ ଖେଳାଯିବ । ପ୍ରଥମ ୨ଟି ମ୍ୟାଚରେ ହାରି ଟିମ ଇଣ୍ଡିଆ ସିରିଜ ହାତଛଡା କରିଛି । ଏବେ ସମ୍ମାନ ବଂଚାଇବା ପାଇଁ ଖେଳିବ । ଅପରପକ୍ଷରେ ଅଷ୍ଟ୍ରେଲିଆ ଐତିହାସିକ କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ୨ଟି…

ରାଜ୍ୟରେ ଗତବର୍ଷ ତୁଳନାରେ ୨୦୨୫ରେ ୬.୭୫ ପ୍ରତିଶତ ବଢିଛି ଦୁର୍ଘଟଣା ହାର

ଭୁବନେଶ୍ୱର: ଓଡ଼ିଶାରେ ଭୟଙ୍କର ସ୍ଥିତିରେ ପହଞ୍ଚିଛି ସଡକ ଦୁର୍ଘଟଣା । ଗତବର୍ଷ ତୁଳନାରେ ଚଳିତ ବର୍ଷ ସଡ଼କ ଦୁର୍ଘଟଣା ହାରରେ ବୃଦ୍ଧି ଘଟିଛି । ଜାନୁଆରୀ ରୁ ଜୁଲାଇ ଭିତରେ ୬.୭୫ ପ୍ରତିଶତ ଦୂର୍ଘଟଣା ହାର ବୃଦ୍ଧି ପାଇଛି । ଏହାକୁ ରୋକିବାକୁ ବିଭିନ୍ନ ବିଭାଗର ମିଳିତ ସହଭାଗିତାରେ ପ୍ରସ୍ତୁତ…

ଭାରତରେ ହେବାକୁ ଥିବା ଜୁନିୟର ବିଶ୍ୱକପ ହକିରୁ ଓହରିଲା ପାକିସ୍ତାନ

ନୂଆଦିଲ୍ଲୀ: ଆଗାମୀ ଜୁନିୟର ବିଶ୍ୱକପ ହକି ଭାରତରେ ଆୟୋଜିତ ହେବ । ରିପୋର୍ଟ ମୁତାବକ ପାକିସ୍ତାନ ଏହି ପ୍ରତିଯୋଗିତାରୁ ଓହରିଯାଇଛି । ଆନ୍ତର୍ଜାତୀୟ ହକି ମହାସଂଘ ଶୁକ୍ରବାର ବିଧିବଦ୍ଧ ଭାବେ ଏହା ଘୋଷଣା କରିଛି । ପାକିସ୍ତାନ ବଦଳରେ କେଉଁ ଦଳ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରିବେ ତାହା ଖୁବ…

ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠ ଭୋଗ;ଏଠାରେ ହେଉଛି ଚାଷ

ପୁରୀ: ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠ ଭୋଗ । କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । 'ବଳଭଦ୍ର ଜୈବିକ ଚାଷ ମିଶନ' ଦ୍ୱାରା ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ବୋଲି କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି । ସୂଚନାଥାଉକି,…

ରାଜଧାନୀରେ ୨ଟି ପ୍ରମୁଖ ଶ୍ମଶାନର ପୁନଃବିକାଶ କରିବ ବିଡିଏ

ଭୁବନେଶ୍ୱର: ରାଜଧାନୀର ୨ଟି ଗୁରୁତ୍ୱପୂର୍ଣ୍ଣ ଶ୍ମଶାନ ସ୍ଥଳରେ ବିକାଶ ଓ ପୁନରୁଦ୍ଧାର ପାଇଁ ବିଡିଏ ପକ୍ଷରୁ ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଶୁକ୍ରବାର ବିଧାୟକ (ଏକାମ୍ର) ବାବୁ ସିଂ ପୁରୁଣା ଭୁବନେଶ୍ୱର ଅଞ୍ଚଳର କାଳିଗାଡ଼ିଆ ଏବଂ ଗରାବାଡୁରେ ଶ୍ମଶାନର ପୁନଉଦ୍ଧାର ପାଇଁ…

ଦିନେ ବନିଥିଲେ ଦେଶର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ୍, ଏବେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ସୂର୍ଯ୍ୟ…

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତର ପ୍ରଧାନ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ । ଦେଶର ୫୩ ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟ କାନ୍ତ । କେନ୍ଦ୍ର ସରକାର ଏଥିପାଇଁ ନୂତନ ସିଜେଆଇର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି।…

ଛଠ ପର୍ବ ନେଇ ପ୍ରଧାନମନ୍ତ୍ରୀଙ୍କ ଖାସ୍ ଅପିଲ୍; ବିଶ୍ୱ ଶୁଣିବ ଛଠ୍ ଦେବୀଙ୍କ ଗୀତ, ବିହାରବାସୀ ହେବେ ଗର୍ବିତ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ମହାନ ପର୍ବ ଛଠ୍ ପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବପ୍ରବଣ ବାର୍ତ୍ତା ସେୟାର କରି ଦେଶବାସୀଙ୍କୁ ଏକ ବିଶେଷ ନିବେଦନ…

ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ; ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ। ୨ ଆତଙ୍କବାଦୀ ଗିରଫ। IED ବିସ୍ଫୋରଣ ପାଇଁ ଯୋଜନା କରୁଥିବା ISIS ମଡ୍ୟୁଲ୍ ଧ୍ୱଂସ। ଗୁଇନ୍ଦା ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ର ମିଳିତ ରେଡ୍ ହୋଇଛି। ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ISIS ଲିଙ୍କ୍‌ ନେଇ ତନାଘନା ଜାରି…

Bihar Polls: ସମସ୍ତିପୁରରୁ ବିହାର ଲଢେଇର ରଣହୁଙ୍କାର ଭରିଲେ ପ୍ରଧାନମନ୍ତ୍ରୀ ମୋଦି, RJDକୁ କଲେ କଡା ଟାର୍ଗେଟ…

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ସମସ୍ତିପୁର ଜିଲ୍ଲାରେ ବିଧାନସଭା ନିର୍ବାଚନ ପାଇଁ NDAର ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତିପୁରରେ ଏକ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ରାଲି ବିହାର ରାଜନୀତିରେ…

ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡିଲା ମହଙ୍ଗା; ୪ ଗିରଫ

କେନ୍ଦୁଝର: ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ । ଏଭଳି ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗାଁରେ । ଜଣେ ବ୍ୟକ୍ତି ଧାନ କାଟି ଫେରୁଥିବା ବେଳେ ପାଣି ପିଇବା ପାଇଁ ଜଣେ ମହିଳାଙ୍କ ନିକଟକୁ ଯାଇଥିଲେ । ସେହି ସମୟରେ…