ଏବେ ଭଗବାନଙ୍କ ସହ ବି ହେବ ଚ୍ୟାଟ୍ ? ଲୋକେ Godଙ୍କ ସହ କଥା ହେବା ପାଇଁ ଟେକ୍ନୋଲୋଜିର ନେଲେ ସାହାରା
ନୂଆଦିଲ୍ଲୀ: ଟେକ୍ନୋଲୋଜି ଓ ଆସ୍ଥାର ଏହି ନୂଆ ଯୁଗରେ ଏବେ ଲୋକେ AI (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ସାହାଯ୍ୟରେ ଭଗବାନଙ୍କ ସହ ସଂଳାପ କରିବାକୁ ଲାଗିଛନ୍ତି। ଭାରତ ସହ ବିଶ୍ୱର ଅନେକ ଦେଶରେ ଶ୍ରଦ୍ଧାଳୁମାନେ ଏବେ ଏପରି ବିଶେଷ ଚାଟ୍ବଟ୍ଗୁଡ଼ିକ ବ୍ୟବହାର କରୁଛନ୍ତି ଯାହା ଧାର୍ମିକ ଶିକ୍ଷା…