Latest Odisha News

BREAKING NEWS

Yearly Archives

2025

Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲା, ପୋଲିସ ହାତରେ ଆଉ ଜଣେ ଅଭିଯୁକ୍ତ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ହାତରେ ଆଉ ଜଣେ ଅଭିଯୁକ୍ତ ସୁନୀଲ ହୋତା । ହତ୍ୟାକାଣ୍ଡ ଘଟାଇବା ପରେ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ଓ ଗୁଳି ଫୁଟାଇଥିବା ଅଭିଯୁକ୍ତ କୁରୁପତି ଭୂୟାଁ ଜୟପୁରରେ ଥିବା ସୁନୀଲଙ୍କ ଫାର୍ମ ହାଉସରେ ୪ ଦିନ ଧରି ରହିଥିଲେ। ଉଭୟେ…

Road Accident: ଦାଦନ ଖଟିବାକୁ ଯାଇ ଦୁର୍ଘଟଣା: ୩ ମୃତ, ୮ ଗୁରୁତର

ବୌଦ୍ଧ: ଦାଦନ ଖଟିବାକୁ ଯାଉଥିବା ବେଳେ ଦୁର୍ଘଟଣା। ଏହି ଭୟଙ୍କର ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶ୍ରମିକମାନେ ଯାଉଥିବା ପିକଅପ ଭ୍ୟାନ ଉପରେ ମାଡ଼ିଗଲା ହାଇୱା।…

Weather Update: ପଛକୁ ପଛ ଆସୁଛି ୨ ଲଘୁଚାପ, ଦକ୍ଷିଣ ଓଡ଼ିଶାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ମୁହାଁ ୱେଲ୍‌ମାର୍କଡ୍ ଲୋ-ପ୍ରେସର୍। ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟରୁ ବିଦାୟ ନେଇସାରିଥିଲେ ବି ଆହୁରି ସପ୍ତାହେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଉଭୟ ଲଘୁଚାପ ମିଶି ବାତ୍ୟା ଆଶଙ୍କା ସୃଷ୍ଟି କରୁଥିବା ବେଳେ ଏଯାଏଁ ପାଣିପାଗ…

ପିକଅପ୍ ଭ୍ୟାନ୍ ଉପରେ ଚଢ଼ିଗଲା ହାଇୱା; ୨ ମୃତ, ୮ଗୁରୁତର

କନ୍ଧମାଳ: ବୌଦ୍ଧ ଓ କନ୍ଧମାଳ ଜିଲା ସୀମାନ୍ତ ଘଣ୍ଟାପଡ଼ା ଥାନା ଅଞ୍ଚଳରେ ଏକ ହାଇୱା ଓ ପିକ୍‌ଅପ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ବୁଧବାର ରାତି ୮ଟା ୪୦ରେ ଦୁର୍ଘଟଣା ଘଟି ୨ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୮ଜଣ ଗୁରୁତରଥିବା ସୂଚନା ରହିଛି । ସେମାନଙ୍କୁ ପ୍ରାଥମିକ ଭାବେ କଣ୍ଟାମାଳ ଗୋଷ୍ଠୀ…

ପାଇକା ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ୩; ୨ମୃତଦେହ ଉଦ୍ଧାର, ଜଣେ…

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ନିକଟସ୍ଥ ପାଇକା ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୩ ଜଣ ଯୁବକ । ମୃତ ଅବସ୍ଥାରେ ଦୁଇ ଜଣକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଅନ୍ୟ ଜଣେ ନିଖୋଜ ରହିଛନ୍ତି । ସେମାନେ ହେଉଛନ୍ତି ଶିଶିର ବେହେରା, ଅମନଜିତ ମଲ୍ଲିକ ଓ ଅନ୍ୟ ଜଣେ…

Gun factory: ଗାଁରେ ଦେଶୀ ବନ୍ଧୁକ କାରଖାନା ଠାବ; ୨ ଗିରଫ

ଗଜପତି: ଗାଲାପାଜୁ ଗାଁରେ ଦେଶୀ ବନ୍ଧୁକ କାରଖାନା ଠାବ । ଏହି ଘଟଣାରେ ୨ ଗିରଫ ହୋଇଛନ୍ତି ଓ ୧୨ ବନ୍ଧୁକ ସହ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ଯୋଗାଉଥିଲେ ବନ୍ଧୁକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଡମ୍ବଗୁଡ଼ା…

NHAI:ଏବେ ହାଇଟେକ୍ ଯାନ ରାସ୍ତାର ଅବସ୍ଥା କରିବ ଯାଞ୍ଚ , NHAIର ନୂତନ ପଦକ୍ଷେପ ଆରମ୍ଭ

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରା କରିବା ଏବେ ଆହୁରି ଆରାମଦାୟକ ହେବ। ରାସ୍ତାର ଅବସ୍ଥାକୁ ସଠିକ୍ ଭାବରେ ତଦାରଖ କରିବା ପାଇଁ, NHAI (ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ) ସାରା ଦେଶରେ ନେଟୱାର୍କ ସର୍ଭେ ଯାନ (NSV) ନିୟୋଜିତ କରିବ । ଏହି ହାଇଟେକ୍ ଯାନଗୁଡ଼ିକ ୨୩ଟି ରାଜ୍ୟରେ ପ୍ରାୟ…

ପାଞ୍ଚ କୁଖ୍ୟାତ ଅପରାଧୀ ଗିରଫ; ଡ୍ରୋନ୍ ଦ୍ବାରା ପାକିସ୍ତାନରୁ ଆସୁଥିଲା ଅସ୍ତ୍ରଶସ୍ତ୍ର

ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ସେମାନେ ପ୍ରକାଶ କରିଛନ୍ତି ଯେ ରାଜ୍ୟରେ କାର୍ଯ୍ୟ କରୁଥିବା କୁଖ୍ୟାତ ଅପରାଧୀମାନେ ଡ୍ରୋନ୍ ମାଧ୍ୟମରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଉଥିଲେ। ଏହି ମାମଲାରେ ରାଞ୍ଚି ପୋଲିସର ଏକ ଚାଞ୍ଚଲ୍ୟକର ଖୁଲାସା…

ଭୁବନେଶ୍ୱରରେ ସେକ୍ସ ରାକେଟ ଘଟଣା; ଉଦ୍ଧାର ନାବାଳିକା HIV ପଜିଟିଭ୍

ଭୁବନେଶ୍ୱର: କମିଶନରେଟ୍ ପୋଲିସ ଭୁବନେଶ୍ୱରର ଲକ୍ଷ୍ମୀ ସାଗର ଅଞ୍ଚଳରେ ଥିବା ଯାଜ୍ଞସେନୀ ନିବାସ ନାମକ ଏକ ଆବାସିକ କୋଠାକୁ 'ରେଡ୍ ଟ୍ୟାଗ୍' କରିଛି। ରିପୋର୍ଟ ଅନୁଯାୟୀ, ନିକଟରେ ରାଜଧାନୀର ରାସ୍ତା କଡ଼ରୁ ମୂର୍ମୂଷ ଅବସ୍ଥାରେ ଜଣେ ନାବାଳିକା ଝିଅ ଉଦ୍ଧାର ହୋଇଥିଲା। ପରେ ତାଙ୍କୁ…

ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ମସୁଦ ଅଜହର୍‌ , ଲିକ୍ ହେଲା ପ୍ଲାନ

ନୂଆଦିଲ୍ଲୀ: ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହର୍‌ । ଆଉ ସେଥିପାଇଁ ଏଥର ମହିଳାଙ୍କୁ କରୁଛି ଢାଲ । ଜୈଶ୍‌-ଏ-ମହମ୍ମଦ ସଂଗଠନରେ ମହିଳାଙ୍କୁ ଭର୍ତ୍ତି କରାଯିବା ପରେ ଏବେ ସେମାନଙ୍କୁ ଅନ୍‌ଲାଇନ୍‌ ଦିଆଯିବ ଶିକ୍ଷା...ଶିକ୍ଷା ପୁଣି ଆତଙ୍କବାଦୀ ହେବା…