Latest Odisha News

BREAKING NEWS

Yearly Archives

2025

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଭୁଜବଳ ଅଡ଼ବାଙ୍ଗ

ନୂଆପଡା: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ…

ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ୨୪ରେ ଟିଆଇ ପରେଡ୍‌

କୋଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଅକ୍ଟୋବର ୧୦ ତାରିଖରେ ଓଡ଼ିଶାର ଜଣେ ଦ୍ୱିତୀୟ ବର୍ଷର MBBS ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ଘଟଣାରେ ଗିରଫ ହୋଇଥିବା ଚାରି ଜଣଙ୍କୁ ବୁଧବାର ସ୍ଥାନୀୟ କୋର୍ଟ ପାଞ୍ଚ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ପୀଡିତାଙ୍କ ସହପାଠୀ ୱାସେଫ୍…

ନୂଆପଡା ଉପନିର୍ବାଚନ; ୫ ନାମାଙ୍କନ ପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଭୁବନେଶ୍ୱର: ଆଗାମୀ ନୂଆପଡା ବିଧାନସଭା ଉପନିର୍ବାଚନ ପୂର୍ବରୁ ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ମୋଟ ୫ଟି ନାମାଙ୍କନ ପତ୍ର ନାକଚ କରାଯାଇଛି ବୋଲି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ବୁଧବାର ସୂଚନା ଦେଇଛନ୍ତି। ଅଯୋଗ୍ୟ ଘୋଷଣା ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ବହୁଜନ ସମାଜ…

ବିଦେଶରେ ପାଠପଢ଼ା ଓ ଚାକିରିର ସ୍ୱପ୍ନ ଏବେ ସତ ହେବ, ଅଷ୍ଟ୍ରେଲିଆ ଦେଉଛି ଭିସା

ନୂଆଦିଲ୍ଲୀ: ଆଜି ଅଷ୍ଟ୍ରେଲିଆ ସେହି ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି। ନୂଆ ତଥ୍ୟ ଅନୁଯାୟୀ, ପ୍ରାୟ ଏକ ଲକ୍ଷ ଭାରତୀୟ ଛାତ୍ର-ଛାତ୍ରୀ ବର୍ତ୍ତମାନ ଅଷ୍ଟ୍ରେଲିଆରେ ପଢ଼ୁଛନ୍ତି ଏବଂ ଏହାର ମୁଖ୍ୟ କାରଣ ହେଉଛି ସେଠାର ସହଜ ଭିସା ପ୍ରକ୍ରିୟା,…

ଭାରତର କେଉଁ ସହରରେ ଘର ଭଡ଼ା ସବୁଠାରୁ ଅଧିକ ? ଜାଣନ୍ତୁ ଦିଲ୍ଲୀରେ କେତେ

ନୂଆଦିଲ୍ଲୀ: ଘର ଭଡ଼ା ଆକାଶ ଛୁଇଁବାକୁ ଲାଗିଛି ଆଉ ଦରମା ମଧ୍ୟ କମୁଛି। ଏହି ପରିସ୍ଥିତିରେ ଯେଉଁ ମଧ୍ୟବିତ୍ତ ଚାକିରିଆଙ୍କର ଦରମା ମାତ୍ର ୩୦,୦୦୦ ଟଙ୍କା ପାଖାପାଖି ରହିଛି ଏବଂ କାମ କରିବାକୁ ଅନ୍ୟ ସହରକୁ ଆସନ୍ତି, ସେମାନଙ୍କର ସ୍ୱାଧୀନ ଜୀବନ ବଞ୍ଚିବାର ସ୍ୱପ୍ନ ଧୂଳିସାତ୍ ହେଉଛି। ଆଜି ଆମେ…

ମଝି ଆକାଶରେ ଇନ୍ଧନ ଲିକ୍, ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ ଯାତ୍ରୀ

ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ବିମାନଟି କୋଲକାତାରୁ ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିଲା ବେଳେ ମଝି ଆକାଶରେ ଇନ୍ଧନ ଲିକ୍ ହୋଇଥିବା ଚିହ୍ନଟ ହୋଇଥିଲା। ଯାହା ପରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ତେବେ ଅବତରଣ ନିରାପଦ…

ଏସିଆରୁ ସବୁଠୁ ଧନୀ ଗାଁ ଭରାତରେ, ଜାଣନ୍ତୁ ସେଠାକାର ଲୋକଙ୍କ ରୋଜଗାର କେତେ ?

ନୂଆଦିଲ୍ଲୀ: ଯେତେବେଳେ ଆମେ ଭାରତୀୟ ଗାଁ ବିଷୟରେ ଚିନ୍ତା କରୁ, ଆମ ମନରେ ସବୁଜ ଖେତ, ସାଧାରଣ ଘର ଓ ଏକ ନିରୀହ ଜୀବନଶୈଳୀର ଚିତ୍ର ଉଙ୍କି ମାରେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଗାଁ ବିଷୟରେ କହିବାକୁ ଯାଉଛୁ, ଯାହା କେବଳ ଭାରତର ନୁହେଁ, ବରଂ ସମଗ୍ର ଏସିଆ ମହାଦେଶର ସବୁଠାରୁ ଧନୀ ଗାଁ…

ପୋଲିସ ଏସଆଇ ପରୀକ୍ଷା ସ୍କାମ; ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଆଗୁଆ ଜାମିନ ଆବେଦନ ଖାରଜ

କଟକ: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ତାଙ୍କ ପତ୍ନୀ ଦୀପ୍ତିମୟୀ ସାହୁଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆଗୁଆ ଜାମିନ ଆବେଦନକୁ ବୁଧବାର ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ମାମଲାର ଶୁଣାଣି କରି କୋର୍ଟ…

ପୀତବାସ ହତ୍ୟାକାଣ୍ଡ ଘଟଣା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜେଡ଼ିର ପ୍ରତିବାଦ

ବ୍ରହ୍ମପୁର: ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ ପରେ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। ଏଥିସହିତ ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଅକ୍ଟୋବର ୬ ରାତିରେ ପୀତବାସ ପଣ୍ଡାଙ୍କୁ…

ନେଟ ପ୍ରାକ୍ଟିଶ ପରେ ରୋହିତ ମନଦୁଃଖରେ ଫେରିଲେ

ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିିନିକିଆ ମ୍ୟାଚ ଆଡିଲେଡରେ ଖେଳାଯିବ । ପ୍ରଥମ ମ୍ୟାଚରେ ବିଫଳ ହୋଇଥିବା ରୋହିତ ନେଟ ପ୍ରାକ୍ଟିଶ ସବୁଠାରୁ ଆଗରେ ପଂହଚିଥିଲେ । ସେଠାରେ ସେ ଦୀର୍ଘ ସମୟ ଅଭ୍ୟାସ କରିଥିଲେ । ଅଭ୍ୟାସ ସେଶନ ପରେ ହୋଟେଲକୁ ରୋହିତ ଫେରୁଥିବା ବେଳେ ତାଙ୍କ ମନ…