ବନ୍ଧୁକଧାରୀ ଯୁବକଙ୍କ ଗୁଣ୍ଡାରାଜ; ଢାବା ଭାଙ୍ଗିଲେ, ମାଲିକ ଓ କର୍ମଚାରୀଙ୍କୁ ପିଟିଲେ
ମୟୂରଭଞ୍ଜ:ଢାବା ଭିତରେ ବନ୍ଧୁକଧାରୀ ଯୁବକଙ୍କ ଗୁଣ୍ଡାରାଜ । ରାତିରେ ବନ୍ଧୁକ ଧରି ଢାବାକୁ ଆସି ମାଲିକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇଲେ । ଭୟଭୀତ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଭଞ୍ଜପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।
ଗତକାଲି ରାତି ପ୍ରାୟ…