Latest Odisha News

BREAKING NEWS

Yearly Archives

2025

Vyommitra: ମହାକାଶ ଯିବ ଓଡିଆଙ୍କ ହାତ ତିଆରି ମହିଳା ରୋବୋଟ୍ ‘ବ୍ୟୋମମିତ୍ର’

ଭୁବନେଶ୍ବର: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗଗନୟାନ ମହାକାଶ ମିଶନର ଅଂଶ ଭାବରେ ଏକ ମାନବହୀନ ମହାକାଶଯାନ ଉତ୍ କ୍ଷେପଣ କରିବ। ଏଥିରେ ବ୍ୟୋମିତ୍ର ନାମକ ଏକ ମାନବରୂପୀ ରୋବୋଟ୍ ବହନ କରାଯିବ, ଯାହାକୁ ମହାକାଶକୁ ପଠାଯିବ। ଯାହା ମହାକାଶ ଅନୁସନ୍ଧାନରେ…

ଆଫଗାନିସ୍ତାନ ମନ୍ତ୍ରୀଙ୍କ ତାଜମହଲ ଗସ୍ତ ବାତିଲ, କାରଣ ଅସ୍ପଷ୍ଟ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ରବିବାର ଦିନ ୧୧ଟାରେ ସଡ଼କ ପଥ ଦେଇ ତାଜମହଲ ପରିଦର୍ଶନ ପାଇଁ ଆଗ୍ରାରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ଦିନ ୧୧.୧୦ ସମୟରେ ତାଜମହଲ ପରିଦର୍ଶନ କରିଥାନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଏହି ଗସ୍ତ…

Op Blue Star Mistake: ‘ଭୁଲ ପଦକ୍ଷେପ ଥିଲା ଅପରେସନ୍ ବ୍ଲୁ ଷ୍ଟାର, ଇନ୍ଦିରା ଗାନ୍ଧୀ ତାଙ୍କ ଜୀବନର ମୂଲ୍ୟ…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ଅପରେସନ ବ୍ଲୁ ଷ୍ଟାର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ବଡ଼ ଭୁଲ ଥିଲା ଯାହା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ଜୀବନର ମୂଲ୍ୟ ଦେଇଥିଲେ। ସେ…

Odisha Medical Student Gang-Rape Case: ଦୁର୍ଗାପୁରରେ ବାଲେଶ୍ୱର ଟିମ୍, ଖୁବଶୀଘ୍ର ଯିବ ରାଜ୍ୟ ମହିଳା କମିଶନଙ୍କ…

ଭୁବନେଶ୍ବର: ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ପୀଡିତା ଡାକ୍ତରୀ ଛାତ୍ରୀଙ୍କୁ ଭେଟିବା ପାଇଁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ପ୍ରଶାସନର ଏକ ଚାରି ଜଣିଆ ଦଳ ଦୁର୍ଗାପୁରରେ ପହଞ୍ଚିଛି। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (DSWO) ଜ୍ୟୋତ୍ସ୍ନା ମହାନ୍ତି ଏବଂ ଜଣେ ଡେପୁଟି…

ସବୁଜ ହାଇଡ୍ରୋଜେନ୍ ହବ୍ ବିକାଶ ପାଇଁ ପାରାଦୀପ ବନ୍ଦରକୁ ଚିହ୍ନଟ

ଭୁବନେଶ୍ୱର: କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ଦେଶର ୩ଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି । ସେଥି ମଧ୍ୟରେ ରହିଛି ଓଡିଶାର ପାରାଦୀପ ବନ୍ଦର । ଅନ୍ୟ ଦୁଇଟି ହେଉଛି ଗୁଜରାଟ ଏବଂ ତାମିଲନାଡୁରେ ଥିବା ବନ୍ଦର…

Withdrawal of SW Monsoon: ଓଡିଶାରୁ ଫେରିଯିବ ମୌସୁମୀ, ବାଟ ଫିଟିଲା…

ଭୁବନେଶ୍ବର: ଏବେ ରାଜ୍ୟରୁ ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପାଗ ଅନୁକୂଳ ରହିଛି । ୪ ମାସ ୧୩ ଦିନର ରହଣି ପରେ ଏବେ ଓଡିଶାରୁ ବିଦାୟ ନେବ ମୌସୁମୀ ବାୟୁ । ଆସନ୍ତା ୨ ରୁ ୩ ଦିନ ଭିତରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିବ  । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ତା’ର…

କୂଲଦୀପଙ୍କୁ ୫ ୱିକେଟ: ୱେଷ୍ଟଇଣ୍ଡିଜକୁ ଫଲୋଅନ ଦେଲା ଭାରତ

ନୂଆଦିଲ୍ଲୀ: ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ଫଲୋଅନ ଦେଇଛି । ଭାରତର ପ୍ରଥମ ଇନିଂସ ସ୍କୋର ୫୧୮ ରନ ଜବାବରେ ୱେଷ୍ଟଇଣ୍ଡିଜ ୨୪୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତର ପ୍ରଥମ ଇନିଂସ ସ୍କୋରଠାରୁ ଭ୍ରମଣକାରୀ ଦଳ ୨୭୦ ରନ ପଛରେ ରହିଛି । ଟିମ ଇଣ୍ଡିଆର କୂଲଦୀପ ଯାଦବ…

China Slams US: ଶୁଳ୍କ ନେଇ ପୁଣି ମୁହାଁମୁହିଁ ଟ୍ରମ୍ପ-ଜିନପିଙ୍ଗ, ଚୀନ୍ କହିଲା, “ଆମେ ଶୁଳ୍କକୁ ଭୟ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୦୦% ଶୁଳ୍କ ଧମକ ସତ୍ତ୍ୱେ ଚୀନ୍ ରବିବାର ସ୍ପଷ୍ଟ କରିଛି ଯେ ଏହା ପଛକୁ ହଟିବ ନାହିଁ। ଏହା ଧମକ ବଦଳରେ ଆଲୋଚନା ମାଧ୍ୟମରେ ମତଭେଦ ସମାଧାନ କରିବାକୁ ଆମେରିକାକୁ ଅନୁରୋଧ କରିଛି। ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ ଅନଲାଇନରେ ପ୍ରକାଶିତ ଏକ…

ଅଜୟ ଦେବଗାନ, ରକୂଲଙ୍କ ଦେଦେ ପ୍ୟାର ଦେ ୨ ଏହି ତାରିଖରେ ରିଲିଜ ହେବ

ମୁମ୍ବାଇ: ଅଜୟ ଦେବଗାନ ଓ ରକୂଲ ପ୍ରୀତି ସିଂ ଅଭିନୀତ ଦେଦେ ପ୍ୟାର ଦେ ୨ର ରିଲିଜ ତାରିଖ ସମ୍ମୁଖକୁ ଆସିଛି । ରୋମାନ୍ସ, କମେଡୀ ଓ ଫ୍ୟାମିଲା ଡ୍ରାମରେ ଭରପୂର ଏହି ଫିଲ୍ମ ୧୪ ନଭେମ୍ବର ୨୦୨୫ରେ ରିଲିଜ ହେବ । ଫିଲ୍ମର ଫାର୍ଷ୍ଟ ଲୁକ ମୋଶନ ପୋଷ୍ଟର ଇତି ମଧ୍ୟରେ ରିଲିଜ ହୋଇଛି । ଏଥିରେ ଅଜୟ,…