Latest Odisha News

BREAKING NEWS

Yearly Archives

2025

କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ

ଭୁବନେଶ୍ୱର: ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ସବୁ ଯୋଜନା ଗୁଡ଼ିକ କୃଷିକ୍ଷେତ୍ରରେ କୃଷକମାନଙ୍କୁ ଆତ୍ମନିର୍ଭର କରିବାରେ…

Women Journalists Barred: କାହିଁକି ତାଲିବାନ ବୈଦେଶିକ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ସାମିଲ୍ ହେଲେନି…

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ୍ ମୁତାକିଙ୍କ ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀର ଆଫଗାନ ଦୂତାବାସରେ ଅନୁଷ୍ଠିତ ହୋଇଥିଲା। ଅନେକ ମହିଳା ସାମ୍ବାଦିକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ସେମାନଙ୍କୁ ସାମ୍ବାଦିକ ସମ୍ମିଳନୀରୁ ବାଦ ଦିଆଯାଇଛି।…

ସବୁ କଳ୍ପନାଜଳ୍ପନାର ଅନ୍ତ, ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ପଦ୍ମ ଧରିଲେ ଜୟ ଢୋଲକିଆ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶାତାଧିକ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଢୋଲକିଆ। ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ। ଏକ ମିଶ୍ରଣ ପର୍ବ…

ଅପରେସନ୍ ପ୍ରହାରକୁ ବଡ଼ ସଫଳତା: ନିଶାଦ୍ରବ୍ୟ ଚୋରା ଚାଲାଣ ମାମଲାରେ ୬ ଗିରଫ

ବରଗଡ଼: ବେଆଇନ ନିଶା କାରବାର ବିରୋଧରେ ଲଢ଼େଇରେ ଏକ ବଡ଼ ସଫଳତା ହାସଲ କରିଛି ବରଗଡ଼ ପୋଲିସ। ଶନିବାର ଦିନ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଚାଲିଥିବା 'ଅପରେସନ୍ ପ୍ରହାର' ଅଧୀନରେ ଛଅ ଜଣଙ୍କୁ ଗିରଫ କରିବା ସହିତ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଛି। ପାଇକମାଳ ଥାନାକୁ ମିଳିଥିବା ଏକ…

ଭାରତର ଚାଲ୍, ଏମିତି ପାକିସ୍ତାନଠୁ ଛଡାଇ ଆଣିବ POK…

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦଶହରାରେ ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ ସର୍ କ୍ରିକ୍ ଅଞ୍ଚଳରେ ପାକିସ୍ତାନର ଯେକୌଣସି ଦୁଃସାହସିକ କାର୍ଯ୍ୟର ଏକ ନିର୍ଣ୍ଣାୟକ ଜବାବ ଦିଆଯିବ । ଯାହା ପାକିସ୍ତାନର ଉଭୟ ଇତିହାସ ଏବଂ ଭୂଗୋଳକୁ ପରିବର୍ତ୍ତନ କରିବ। ପାକିସ୍ତାନ ମନେ…

ଅର୍ଚ୍ଚନା-ଜଗବନ୍ଧୁଙ୍କ ପୁଣି ବଢ଼ିଲା ଅଡୁଆ, ଜଗବନ୍ଧୁଙ୍କୁ ୫ ଘଣ୍ଟା ଜେରା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍‌ମେଲିଂ ମାମଲା ଦିନକୁ ଦିନ ଅଡୁଆ ହେବାରେ ଲାଗିଛି । ଏହି ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜଗବନ୍ଧୁଙ୍କୁ ୫ ଘଣ୍ଟା ଜେରା କରିଛି ଇଡି। ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିବା ଜେରା…

ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ବାଲେଶ୍ୱର/କୋଲକାତା: ଆରଜି କର ମେଡିକାଲର ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ପଶ୍ଚିମବଙ୍ଗ ଦୁର୍ଗାପୁରର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଗୁରୁତର ଅବସ୍ଥାରେ ମେଡିକାଲରେ…

Odia Film Vaastav: ଧମାକା ହେବ ଓଡିଆ ଫିଲ୍ମ ‘ବାସ୍ତବ’, ନଜର ଆସିବେ ବଲିଉଡର ଆନିମଲ ଆକ୍ଟର

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ରିଲିଜ ହେବ ଓଡିଆ ଫିଲ୍ମ 'ବାସ୍ତବ' । ନିଚ୍ଛକ ଓଡିଆ କାହାଣୀକୁ ନେଇ ଫିଲ୍ମ ତିଆରି ହୋଇଛି । ଏଥିରେ ବଲିଉଡ ଷ୍ଟାର ଅଭିନେତା ତୁଷାର ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତ୍ରୀଭାବେ ଅଙ୍କିତା ରହିଛନ୍ତି। 'ବାସ୍ତବ' ଚଳଚ୍ଚିତ୍ର ସହ ଓଲିଉଡରେ ଡେବ୍ୟୁ…

ଯାତ୍ରୀବାହୀ ବସ୍‌ ଦୁର୍ଘଟଣା: କଣ୍ଡକ୍ଟର ମୃତ, ୧୫ ଆହତ

କଟକ: କନ୍ଧମାଳ ଲାଞ୍ଜିଗଡରୁ କଟକ ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଖଜୁରୀପଡା ନିକଟସ୍ଥ ଗାଡିଆପଡା ଘାଟିରେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସ୍‌ର କଣ୍ଡକ୍ଟରଙ୍କ ମୃତ୍ୟୁ ହେବା ସହିତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୃତକ…

ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ସରକାର

ଭୁବନେଶ୍ୱର: ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ରାଜ୍ୟ ସରକାର। ବକେୟା ଥିଲେ ଧାନକିଣାରୁ ବାଦ୍ ପଡ଼ିବେ ମିଲର। ଏହାଠାରୁ ଅଧିକ ଧାନ ମଣ୍ଡିକୁ ଧାନ ଆସିଲେ ବି ପଞ୍ଜିକୃତ ଚାଷୀଙ୍କଠାରୁ କିଣାଯିବ। ନଭେମ୍ବରରୁ ମାର୍ଚ୍ଚ ଯାଏ ଖରିଫ ଧାନ ସଂଗ୍ରହ ହେବ। ଖରିଫରେ ୭୩ ଲକ୍ଷ ମେଟ୍ରିକ ଟନ…