ବ୍ରାଉନ ସୁଗର ଡିଲ୍ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍, ୩ ଗିରଫ
ଭୁବନେଶ୍ବର: ବ୍ରାଉନ ସୁଗର ଡିଲ୍ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍। ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୩ ଗିରଫ। ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ। ଦାମୀ କାର୍ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍। ନଗଦ ୫ ଲକ୍ଷ ୧୦ ହଜାର…