Latest Odisha News
Yearly Archives

2025

ଅଣ୍ଡା ଉତ୍ପାଦନର ଶକ୍ତି କେନ୍ଦ୍ର ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ୱର: ଭରପୁର ପୋଷଣ ଥିବା ଖାଦ୍ୟ ହେଉଛି ଅଣ୍ଡା । ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ…

ନିଜ କାରର କାଚ ଭାଙ୍ଗିଦେଲେ ରୋହିତ ଶର୍ମା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ମୁମ୍ବାଇରେ ସେ ଅଭ୍ୟାସ କରୁଥିବା ବେଳେ ପ୍ରଶଂସକମାନେ ଏହାର ମଜା ମଧ୍ୟ ଉଠାଉଛନ୍ତି । ଶିବାଜୀ ପାର୍କ ନେଟ୍ସରେ ହିଟମ୍ୟାନ ଅଭ୍ୟାସ ଅବସରରେ…

ଖୁବଶୀଘ୍ର ମୌସୁମୀ ଅପସାରଣ କରିବ…

ଭୁବନେଶ୍ୱର: ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଓଡ଼ିଶାରେ ଆହୁରି ଦୁଇ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ଦିନ ସୂଚନା ଦେଇଛି। ଏହାର ପ୍ରଭାବରେ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଏବଂ…

ଦ୍ୱିଶତକର ନିକଟତର ହେଲେ ଯଶସ୍ୱୀ: ଭାରତ ୩୧୮/୨

ନୂଆଦିଲ୍ଲୀ: ଏଠାରେ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭଲ ସ୍ଥିତିରେ ରହିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ଯଶସ୍ୱୀ ଜୈସୱାଲ ୧୭୩ ଓ ଶୁଭମନ ଗିଲ ୨୦ ରନ କରି ଅପରାଜିତ ରହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଯଶସ୍ୱୀଙ୍କ ଏହା…

ସବୁ କଳ୍ପନା ଜଳ୍ପନାର ଅନ୍ତ, ଉପର ପଡିଆରେ ହେବ ବାଲିଯାତ୍ରା

କଟକ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ସବୁ ବର୍ଷ ଭଳି ଏଥର ବି ଉପର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ଅନ୍ଧକାରରେ ରଖିଥିବା କଟକ ଜିଲ୍ଲା ପ୍ରଶାସନ ଏବେ ଉପର ବାଲିଯାତ୍ରା ପଡ଼ିଆ ପାଇଁ ଅଣ୍ଟା ଭିଡ଼ିଲା । ଏଥର ମୁଖ୍ୟ ଐତିହାସିକ ବାଲିଯାତ୍ରାରେ…

ଚଳନ୍ତା ଟ୍ରେନରୁ ଖସି ପଡିଥାନ୍ତେ ବୃଦ୍ଧା, ଭିଡ଼ି ଆଣିଲେ ଆରପିଏଫ ଅଧିକାରୀ

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ଜଣେ ବୃଦ୍ଧା ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଖସିପଡ଼ିଥିଲେ। ଏହି ସମୟରେ ରେଳ ସୁରକ୍ଷା ବଳ (ଆରପିଏଏଫ) ଅଧିକାରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଛି। ରାତି ପ୍ରାୟ ୧ଟା ସମୟରେ ଘଟିଥିବା ଏହି ଘଟଣା ସିସିଟିଭି…

ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ରଖିଥିଲେ

ଭୁବନେଶ୍ୱର: ୨୦,୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଶିବ ମଲ୍ଲିକଙ୍କୁ ତାଙ୍କ ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରାଯାଇଛି। ମହାକାଳପଡ଼ା ତହସିଲଦାର ଭାବରେ କାର୍ଯ୍ୟରତ ଏହି ଅଧିକାରୀଙ୍କ ଉପରେ ଚଢାଉ ସମୟରେ ୪ଟି କୋଠା,…

Nobel Peace Prize: ମିଳିଲାନି ନୋବେଲ୍, ରାଗରେ କିଛି ଏମିତି କରିପାରନ୍ତି ରାଷ୍ଟ୍ରପତି ଟ୍ରମ୍ପ…

ନୂଆଦିଲ୍ଲୀ: ଭାଙ୍ଗିଗଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ। ମିଳିଲାନି ନୋବୋଲ୍ ଶାନ୍ତି ପୁରସ୍କାର । ଏଥିପାଇଁ ବିଶ୍ବରେ ହେଉଥିବା ଯୁଦ୍ଧରେ ବିରାମ ଦେବା ପାଇଁ ଯଥୋଚିତ ପ୍ରୟାସ କରିଥିଲେ ଟ୍ରମ୍ପ । ଏଯାବତ ୮ ଯୁଦ୍ଧ ଶେଷ କଲେଣି ବୋଲି ଦାବି ମଧ୍ୟ କରିଆସୁଛନ୍ତି । ହେଲେ…

Bihar Assembly Elections 2025: ବିହାରରେ ଚିରାଗ କିଙ୍ଗମେକର!

ପଟନା: ଗତ କିଛି ବର୍ଷ ଧରି ମେଣ୍ଟ, ଜାତି ସମୀକରଣ ଏବଂ ରାଜନୈତିକ ଚାଲବାଜି ଯୋଗୁଁ ବିହାର ରାଜନୀତି ଖବରରେ ରହିଛି। ଏପରି ଅନେକ ଉଦାହରଣ ରହିଛି ଯେଉଁଠାରେ ଛୋଟ ଦଳଗୁଡ଼ିକ ନିର୍ବାଚନ ପରେ କ୍ଷମତାର ଚାବି ଧରି କିଙ୍ଗମେକର ଭୂମିକା ଗ୍ରହଣ କରିଛନ୍ତି। ୨୦୦୫ ବିଧାନସଭା ନିର୍ବାଚନ ପରେ ରାମବିଳାସ…

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଆକାଉଣ୍ଟାଣ୍ଟ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ । ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍‌ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ର । ୬ ଜଣିଆ ଟିମ୍‌ ଚଢ଼ାଉ…