Latest Odisha News

BREAKING NEWS

Yearly Archives

2025

ଯୁଦ୍ଧ ବିରତି…ନା କିଛି ବଡ ପ୍ଲାନ୍…Trump-Zelenskyy talks ପୂର୍ବରୁ ଆମେରିକୀୟ ଅସ୍ତ୍ରଶସ୍ତ୍ର ନିର୍ମାତାଙ୍କୁ…

ନୂଆଦିଲ୍ଲୀ: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପଙ୍କ ସହ ସେମାନଙ୍କ ସାକ୍ଷାତ ପୂର୍ବରୁ, ୟୁକ୍ରେନୀୟ ସରକାରୀ ପ୍ରତିନିଧିମଣ୍ଡଳ…

ଦୁର୍ନୀତି ମାମଲାରେ ଦୋଷୀ ସ୍ୟବସ୍ତ ହେଲେ ମିଳିବନି ପେନ୍‌ସନ୍‌: ହାଇକୋର୍ଟ

କଟକ: ଦୁର୍ନୀତିଖୋରଙ୍କୁ ନିସ୍ତାର ନାହିଁ। ଆସିଲା ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଏଣିକି ଦୁର୍ନୀତି ମାମଲାରେ ଭିଜିଲାନ୍ସ ଅଦାଲତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବନି ପେନ୍‌ସନ୍‌। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରୋଭିଜନାଲ୍‌…

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶରୁ ପ୍ରତ୍ୟାହାର…

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଦିନ ସମଗ୍ର ଦେଶରୁ ପ୍ରତ୍ୟାହାର ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ସେହି ସମୟରେ ଉତ୍ତର-ପୂର୍ବ ମୌସୁମୀ ତାମିଲନାଡୁ, ପୁଡୁଚେରୀ ଏବଂ କରିକାଲ, ଉପକୂଳ ଆନ୍ଧ୍ର ପ୍ରଦେଶ, ରାୟଲସୀମା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ…

ମହାଗଠବନ୍ଧନରେ ଏବେ ବି ଜାରି ଟଣାଓଟରା: ହୋଇପାରୁନି ସିଟ ସେୟାରିଂ, ଗୋଟିଏ ଆସନରେ…

ନୂଆଦିଲ୍ଲୀ: ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିକଟତର ହେଲାଣି । ହେଲେ ଟିକେଟ ବଣ୍ଟନକୁ ନେଇ ଏବେ ବି ଜାରି ରହିଛି ଟଣାଅଟରା । ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖରେ ମାତ୍ର ୨୭ ଘଣ୍ଟା ବାକି ଅଛି, ତଥାପି କୌଣସି ଦଳ ସେମାନଙ୍କ ପୂରା ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି।…

Pakistan Accuses India : ଭାରତ ପଛରେ ହାତ ଧୋଇ ପଡିଛି ପାକିସ୍ତାନ, କହିଲା, ‘ଭାରତ ପାଇଁ ପ୍ରକ୍ସି ଯୁଦ୍ଧ ଲଢୁଛି…

ନୂଆଦିଲ୍ଲୀ: ଭାରତ ପିଛା ଛାଡୁନି ପାକିସ୍ତାନ...ଖାଲି ବିଷ ଓଗାରୁଛି...ଆଫଗାନିସ୍ତାନ ସହ ଯୁଦ୍ଧରେ ନେଲା ଭାରତ ନାମ...କହିଲା, ‘ଭାରତର ପ୍ରକ୍ସି ତାଲିବାନ୍, ଭାରତର ଇସାରାରେ ପାକିସ୍ତାନ ଉପରେ କରୁଛି ଆକ୍ରମଣ’... ଗତ ସପ୍ତାହ ମଧ୍ୟରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଭୟଙ୍କର ସଂଘର୍ଷ…

ବିଜେଡିକୁ ଶକ୍ତ ଝଟ୍‌କା, ପଦ୍ମ ଧରିଲେ ଲମ୍ବୋଦର

ଭୁବନେଶ୍ୱର: ନୂଆପଡ଼ା ରାଜନୀତିରେ ବିଜେଡିକୁ ଶକ୍ତ ଏକ ଝଟ୍‌କା । ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଲମ୍ବୋଦର ନିଆଲ । କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ । ପୂର୍ବରୁ ଜୟ ଢୋଲକିଆ ଓ ଲମ୍ବୋଦର ନିଆଲଙ୍କ ରୁଦ୍ଧଦ୍ୱାର ବୈଠକ ହୋଇଥିଲା ।…

ବଡ ଭାଇଙ୍କୁ ୮୦ କୋଟି ମୂଲ୍ୟର ସମ୍ପତି ଦାୟିତ୍ୱ ପ୍ରଦାନ କଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଇଂଲଣ୍ଡରେ ଆଗକୁ ରହିବେ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ଏହି ଅବସରରେ କୋହଲି ଗୁରୁଗ୍ରାମରେ ଥିବା ବଙ୍ଗଳାର ସମ୍ପୂର୍ଣ୍ଣ ଦାୟିତ୍ୱ ବଡ ଭାଇ ବିକାଶ କୋହଲିଙ୍କୁ ଦେଇଛନ୍ତି । ଏହି ସମ୍ପତିର ମୂଲ୍ୟ ୮୦ କୋଟି ହେବ ବୋଲି ଆକଳନ…

ଭାରତ ନୁହେଁ ବିଶ୍ୱର ଏହି ଦେଶ ସବୁଠାରୁ ଧର୍ମନିରପେକ୍ଷ ଦେଶ, ଆମ ଦେଶ ବହୁତ ତଳେ

ନୂଆଦିଲ୍ଲୀ: ଧର୍ମନିରପେକ୍ଷତା ଏକ ଏଭଳି ସିଦ୍ଧାନ୍ତ ଯାହା ବ୍ୟକ୍ତିଙ୍କୁ ନିଜ ଧର୍ମକୁ ଏକ ବ୍ୟକ୍ତିଗତ ବିଷୟ ଭାବେ ଗ୍ରହଣ କରିବାକୁ ଅନୁମତି ଦିଏ ଏବଂ ସୁନିଶ୍ଚିତ କରେ ଯେ ଧର୍ମ ସମାଜର ରାଜନୈତିକ, ସାଂସ୍କୃତିକ ଓ ଆର୍ଥିକ ପରିସରରେ କୌଣସି ହସ୍ତକ୍ଷେପ ନକରେ। ବିଗତ କିଛି ଦଶନ୍ଧି ଧରି ଅନେକ…

ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆ: ଗିଲଙ୍କ ନେତୃତ୍ୱରେ ରୋହିତ, କୋହଲି ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଦିନିକିଆ ସିରିଜ ଖେଳିବା ପାଇଁ ପର୍ଥରେ ପଂହଚିଛନ୍ତି । ଅକ୍ଟୋବର ୧୯ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଦୁଇ ମହାନ ଖେଳାଳି ଓ ପୂର୍ବତନ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ…