Bihar Assembly Elections 2025: ବିହାରରେ ଚିରାଗ କିଙ୍ଗମେକର!
ପଟନା: ଗତ କିଛି ବର୍ଷ ଧରି ମେଣ୍ଟ, ଜାତି ସମୀକରଣ ଏବଂ ରାଜନୈତିକ ଚାଲବାଜି ଯୋଗୁଁ ବିହାର ରାଜନୀତି ଖବରରେ ରହିଛି। ଏପରି ଅନେକ ଉଦାହରଣ ରହିଛି ଯେଉଁଠାରେ ଛୋଟ ଦଳଗୁଡ଼ିକ ନିର୍ବାଚନ ପରେ କ୍ଷମତାର ଚାବି ଧରି କିଙ୍ଗମେକର ଭୂମିକା ଗ୍ରହଣ କରିଛନ୍ତି। ୨୦୦୫ ବିଧାନସଭା ନିର୍ବାଚନ ପରେ ରାମବିଳାସ…