ପ୍ରଧାନ ବିଚାରପତିଙ୍କୁ ଜୋତା ଫିଙ୍ଗିବା ପ୍ରସଙ୍ଗ; ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) ଗୁରୁବାର ଦିନ ଆଇନଜୀବୀ ରାକେଶ କିଶୋରଙ୍କ ଅସ୍ଥାୟୀ ସଦସ୍ୟତା ବାତିଲ କରିଛି।
ଗତ ସୋମବାର ଦିନ କିଶୋର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗାଭାଇଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ଏହି ଘଟଣା କୋର୍ଟ କାର୍ଯ୍ୟକାଳ ସମୟରେ…