Latest Odisha News

BREAKING NEWS

Yearly Archives

2025

ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା; ୨ ଜଣଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର…

ଭୁବନେଶ୍ୱର: ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରି ଓଡ଼ିଶା କ୍ରାଇମବ୍ରାଞ୍ଚ ଦୁଇ ଜଣ ଫେରାର ବ୍ୟକ୍ତିଙ୍କ ବିରୁଦ୍ଧରେ ଲୁକଆଉଟ୍ ସର୍କୁଲାର ନୋଟିସ ଜାରି କରିଛି। ଅଭିଯୁକ୍ତମାନଙ୍କୁ ଦେଶ ଛାଡିବାରୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଇମିଗ୍ରେସନ ବ୍ୟୁରୋକୁ…

ଆସନ୍ତା ବର୍ଷରୁ ହବିଷ୍ୟାଳିଙ୍କ ପାଇଁ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା

ଭୁବନେଶ୍ୱର: ପୁରୀରେ କାର୍ତ୍ତିକ ହବିଷ୍ୟାଳି ବ୍ରତ ୨୦୨୫ ଆୟୋଜନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳି ମା’ମାନଙ୍କ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ହବିଷ୍ୟାଳି ମା’ମାନଙ୍କ ଭକ୍ତି ହେଉଛି ଓଡ଼ିଶାର ନୈତିକ…

ଏଥର ୭ ନୁହେଁ ୯ ଦିନ ହେବ ଭଦ୍ରକ କାଳୀପୂଜା;ପୂଜା ମଣ୍ଡପକୁ ୫୦ ହଜାର…

ଭଦ୍ରକ: ଐତିହାସିକ ଭଦ୍ରକ କାଳୀପୂଜା ପାଇଁ ପୂଜା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷଠାରୁ ପ୍ରତିବର୍ଷ ୯ ଦିନ ଧରି କାଳୀ ପୂଜା ଆୟୋଜନ ହେବ । ଅକ୍ଟୋବର ୨୯ରେ ଭସାଣ ଉତ୍ସବ ଲାଗି ସ୍ଥିର କରାଯାଇଛି। ଏହାସହ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାର ପ୍ରମୁଖ ୧୦ ମଣ୍ଡପକୁ ୫୦ ହଜାର ଟଙ୍କା…

Nuapada By-Election: ବିଜେପି, ବିଜେଡି ଲଢେଇରେ ଫାଇଦା ନେଇପାରେ କଂଗ୍ରେସ

ଭୁବନେଶ୍ୱର: ନଭେମ୍ବର ୧୧ରେ ହେବ ନୂଆପଡା ଉପନିର୍ବାଚନ । ସେଥିପାଇଁ ଏବେଠାରୁ ରାଜନୀତି ସରଗରମ ହୋଇଛି । ବିଜେଡି, ବିଜେପି ନିଜ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଭୋଟରେ ଜିତିବା ପାଇଁ ରଣକୌଶଳ ଆରମ୍ଭ କରିଦେଇଛନ୍ତି । ବିଜେପି ତରଫରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ଥିବା…

ନିଜ କିଡନୀ ଦେଇ ସ୍ତ୍ରୀର ଜୀବନ ବଞ୍ଚାଇଲେ ସ୍ୱାମୀ

ନୂଆଦିଲ୍ଲୀ: ଆଧୁନିକ ସମାଜରେ ପ୍ରକୃତ ପ୍ରେମ ପାଇବା ଏତେ ସହଜ ନୁହେଁ । ପ୍ରେମ ଭଲ ପାଇବା କାହାପାଇଁ କେମିତି ତାହା ବୁଝିବା ଅତ୍ୟନ୍ତ କଷ୍ଟକର । ଆଜିକାଲିକା ଦୁନିଆରେ ସ୍ୱାର୍ଥପର ହୋଇ ପ୍ରତିଦିନ ହିଂସା ଘଟୁଛି । କେଉଁଠି ସ୍ୱାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ଆଉ କେଉଁଠି ସ୍ତ୍ରୀ ସ୍ୱାମୀର…

ଜାତୀୟ ଜୁନିୟର ଆଥଲେଟିକ୍ସ: ମିଟ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ପ୍ରତୀକ, ବିଶ୍ୱ ଚାମ୍ପିୟନଶିପ ପାଇଁ ଯୋଗ୍ୟତା

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଆଥଲେଟ ପ୍ରତୀକ ମହାରଣା ଚଳିତ ଜାତୀୟ ଜୁନିୟର ଆଥଲେଟିକ୍ସ ମିଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ୧୮ ବର୍ଷୀୟ ପ୍ରତୀକ ୨୦ ବର୍ଷରୁ କମ ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୨୧.୨୪ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ଏଥିସହ ସେ…

ଆଇଇଡି ବ୍ଲାଷ୍ଟରେ ୩ ଏସଟିଏଫ ଅଧିକାରୀ ଆହତ

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୋମବାର ଏକ ଆଇଇଡି ବିସ୍ଫୋରଣରେ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ)ର ତିନି ଜଣ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଅଚାନକ ଜଣେ ଯବାନଙ୍କ ପାଦ ପଡ଼ିବା ଯୋଗୁ ଚାପରେ ଆଇଇଡି ବିସ୍ଫୋରଣ ହୋଇଥିଲା।ତେବେ ଏହା ଏକ ସପ୍ତାହ ମଧ୍ୟରେ…

ଉତ୍କଣ୍ଠା ସୃଷ୍ଟି କରୁଛି ବବିଙ୍କ ଖଳନାୟକ ରୂପ

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ବବି ଦେଓଲ ନିଜ କ୍ୟାରିୟରକୁ ବଂଚାଇବାରେ ସଫଳ ହୋଇଥିଲେ । ଏହି ଫିଲ୍ମ ମାଧ୍ୟମରେ ସେ ଖଳନାୟକ ଭାବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଦର୍ଶକମାନେ ତାଙ୍କ ଫିଲ୍ମକୁ ଏବେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ନାମ ଘୋଷଣା କରାଯାଇ ନ ଥିବା ଏହି…

ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି; ଏନେଇ ବସିବ ବଡ଼ ବୈଠକ

ଭୁବନେଶ୍ବର: ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି । ଏନେଇ ସୂଚନା ଜାରି କରିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ । ସିସିଟିଭି ଅତିକମ୍‌ରେ ୫୦୦ ମିଟର ଯାଏଁ କଭରେଜ ହେବ । କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ସହ ସିସିଟିଭି…

କୋହଲିଙ୍କ ଆଇପିଏଲ କ୍ୟାରିୟର ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମହାନ ଖେଳାଳି ବିରାଟ କୋହଲିଙ୍କ କ୍ରିକେଟ ଭବିଷ୍ୟତ ନେଇ ଅନେକ ଆକଳନ କରାଯାଉଛି । ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି ନାହିଁ, ଅଷ୍ଟ୍ରେଲିଆ ଗସ୍ତ ପରେ ଅବସର ନେଇପାରନ୍ତି ବୋଲି ଖବରମାନ ପ୍ରକାଶ ପାଇଛି । ଇତି ମଧ୍ୟରେ କୋହଲିଙ୍କ ଆଇପିଏଲ କ୍ୟାରିୟର ନେଇ ମଧ୍ୟ ଏକ…