ବିଶ୍ୱକୁ ଆଉ ଏକ ଟ୍ରମ୍ପ ଦରକାର; ଆମେରିକା ରାଷ୍ଟ୍ରପତିଙ୍କୁ କାହିଁକି ଇସ୍ରାଏଲର ଏତେ ପ୍ରଶଂସା…
ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛନ୍ତି।
ସୋମବାର ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରି ନେତାନ୍ୟାହୁ କହିଛନ୍ତି ଯେ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଏପର୍ଯ୍ୟନ୍ତ ଇସ୍ରାଏଲର ସବୁଠାରୁ ଭଲ ବନ୍ଧୁ। ସେ…