ଫିଟିଲା ଭାଗ୍ୟ!ଜାଲରେ ପଡିଲା କୋଟିଏ ଟଙ୍କାର ମାଛ, କିଣିଲା ଫାର୍ମା କମ୍ପାନୀ
ଜଳେଶ୍ୱର:ଜାଲରେ ପଡ଼ିଲା କୋଟିଏ ଟଙ୍କାର ମାଛ ,କୋଟିପତି ବନିଗଲେ ଜଣେ ଟ୍ରଲର ମାଲିକ । ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୯୦ଟି ତେଲିଆ ଭୋଲା ମାଛ । ଗଭୀର ସମୁଦ୍ରରେ ଏହି ମାଛ ମିଳିଥାଏ। ପ୍ରତି ମାଛର ଓଜନ ୩୦ରୁ ୩୫ କେଜି ହେବ ।
ପ୍ରାୟ…