ସିଲିଣ୍ଡର ବୋଝେଇ ଟ୍ରକକୁ ପିଟିଲା ଟ୍ୟାଙ୍କର, ଭୟଙ୍କର ବିସ୍ଫୋରଣରେ ଜଣେ ମୃତ
ଜୟପୁର: ମଙ୍ଗଳବାର ବିଳମ୍ବିତ ରାତିରେ ରାଜସ୍ଥାନ ଜୟପୁର-ଆଜମୈର ରାଜପଥର ସାୱାର୍ଦା କଲଭର୍ଟ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଏଲପିଜି ଟ୍ରକକୁ ପିଟିଲା ଟ୍ୟାଙ୍କର। ସିଲିଣ୍ଡର ବୋଝେଇ ଟ୍ରକରେ ନିଆଁ ଲାଗିବା ପରେ ଗୋଟାଏ ପରେ ଗୋଟାଏ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ…