ମୁମ୍ବାଇ ରଣଜୀ ଟିମରୁ ବାଦ ପଡିଲେ ସୂର୍ଯ୍ୟକୁମାର
ମୁମ୍ବାଇ: ଭାରତୀୟ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଭଲ ଫର୍ମରେ ନାହାନ୍ତି । ତାଙ୍କ ନେତୃତ୍ୱରେ ଭାରତ ଏସିଆ କପ ଟି୨୦ ଟାଇଟଲ ହାସଲ କରିଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଯୋଗଦାନ ଖାସ ନ ଥିଲା । ମୁମ୍ବାଇ କ୍ରିକେଟ ଆସୋସିଏଶନ ଆଗାମୀ ରଣଜୀ ଟ୍ରଫି ସିଜନ ପାଇଁ ଦଳ ଘୋଷଣା…