ଚୋରା ଚାଲାଣ ବେଳେ ୩୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ, ୩ ଅଭିଯୁକ୍ତ ଗିରଫ
ସମ୍ବଲପୁର: ସମ୍ବଲପୁର ସହରରୁ ୩୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି ଧନୁପାଲି ପୋଲିସ । ବ୍ରାଉନସୁଗର ବେପାର କରୁଥିବା ସମୟରେ ଅପରାଧୀ ଅରମାନ୍ ଖାନ(୨୩)କୁ ଗିରଫ କରାଯାଇଛି । ଗୁରୁବାର ଅରମାନ୍ ଡିୟର ପାର୍କ ନିକଟସ୍ଥ ଦୂରଦର୍ଶନ କେନ୍ଦ୍ର ପାଖରେ ସକାଳୁ ନିଶା କାରବାର କରୁଥିଲା ।…