କିଏ ଅଧିକ ପାଠପଢୁଆ ନୀତୀଶ ନା ଲାଲୁ ? ଶିକ୍ଷାଗତ ଯୋଗ୍ୟତା ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ: କିଏ ଅଧିକ ପାଠୁଆ ନୀତୀଶ ନା ଲାଲୁ । ବିହାର ରାଜନୀତିର କଥା ଆସିଲେ ଏହି ଦୁଇ ନେତାଙ୍କ ନାଁ ସବୁବେଳେ ଥାଏ ଆଗରେ । ଏମିତିକି କୁହାଯାଏ ଯେ ଏହି ନେତାଙ୍କ ବିନା ବିହାର ରାଜନୀତି ଅସମ୍ଭବ। ବର୍ତ୍ତମାନ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ, ଅନ୍ୟପକ୍ଷରେ ଲାଲୁ ଯାଦବ ମଧ୍ୟ ବିହାରର…