ଏସଆଇ ନିଯୁକ୍ତିରେ ଦୁର୍ନୀତି ମାମଲା; ଆଉ ଜଣେ ବ୍ୟକ୍ତି ଗିରଫ
ଭୁବନେଶ୍ୱର: ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷାରେ ଠକେଇ ଅଭିଯୋଗର ତଦନ୍ତ କରି ଆଉ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ରବିବାର ଦିନ ଗିରଫ କରିଛି।
ଗିରଫ ହୋଇଥିବା ବ୍ୟକ୍ତି ୪୩ ବର୍ଷୀୟ ଅରବିନ୍ଦ ଦାସ। ଯିଏକି ବାଲେଶ୍ୱର ଜିଲ୍ଲାର ସିଙ୍ଗାଲା ଥାନା ଅନ୍ତର୍ଗତ ନାବରା…