ଦୁର୍ଘଟଣା ପରେ ବିଜୟ ଦେବରକୋଣ୍ଡାଙ୍କ ପ୍ରତିକ୍ରିୟା…
ହାଇଦ୍ରାବାଦ: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ବିଜୟ ଦେବରକୋଣ୍ଡା ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଘଟଣା ଜୋଗୁଲାମ୍ବା ଜିଲ୍ଲାର ଜାତୀୟ ରାଜପଥ ୪୪ରେ ଘଟିଛି।
ରିପୋର୍ଟ ଅନୁଯାୟୀ ତାଙ୍କ କାରକୁ ପଛରୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିଲା। ଏଥିରେ ଅଭିନେତାଙ୍କ କାର…