Latest Odisha News
Yearly Archives

2025

ଅନାସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷା

ଜୟପୁର: ଅନାସ୍ଥା ଭୋଟ ପୂର୍ବରୁ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା । କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଅଧ୍ୟକ୍ଷା ଗୁରୁବାର ଜୟପୁର ଉପଜିଲ୍ଲାପାଳ ଅକା ବରମ ଶାଶ୍ୟ ରେଡ୍ଡୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ…

୨ ବର୍ଷରୁ କମ ବୟସର ପିଲାଙ୍କୁ କଫ୍ ସିରପ୍ ମନା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଗତ କିଛି ଦିନ ମଧ୍ୟରେ କଫ୍ ସିରପ୍ ଯୋଗୁଁ ୧୨ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ପିଲାମାନେ ଗୋଟିଏ ପରେ ଗୋଟିଏ ମୃତ୍ୟୁବରଣ କରୁଥିବା ଖବର ଲୋକଙ୍କୁ ଭୟଭୀତ କରିଥିଲା। ମୃତ୍ୟୁ ପରେ ସନ୍ଦିଗ୍ଧ କଫ୍ ସିରପ୍ ମଧ୍ୟ ପରୀକ୍ଷା ପାଇଁ…

ଗୋଟିଏ ବର୍ଷର ଏକ୍ସପ୍ରିଏନ୍ସ ରହିଥିଲେ ୫୦ ଲକ୍ଷ ଟଙ୍କା ଦରମା, ମିଳିବ ମାଗଣା ଫ୍ଲାଇଟ ଟିକେଟ

ନୂଆଦିଲ୍ଲୀ; ପ୍ରାଇଭେଟ୍‌ ମଲ୍‌ଟିନ୍ୟାସନାଲ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ପଦରେ ନିଯୁକ୍ତି ପାଇଁ ଇଚ୍ଛୁକ ଯୁବକମାନଙ୍କ ପାଇଁ ଖୁସିର ଖବର। ServiceNow ନାମକ ଏକ କମ୍ପାନୀ ସଫ୍ଟୱେୟାର ଇଞ୍ଜିନିୟର (IC2) ପଦ ପାଇଁ ଆବେଦନ ପ୍ରକ୍ରିୟା ବାହାର କରିଛି। ଏହି ପ୍ରାଇଭେଟ୍‌ ନିଯୁକ୍ତିରେ ଉଚ୍ଚ…

ଅକ୍ଟୋବର ୨ରେ ଭାରତରେ ବନ୍ଦ ରହିଥାଏ ମଦ ଦୋକାନ, ବିଦେଶରେ କେବେ ?

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ୨ ଅକ୍ଟୋବର, ଗାନ୍ଧୀ ଜୟନ୍ତୀ ଦିନ ମଦ ବିକ୍ରି ଉପରେ କଟକଣା ଲଗାଯାଇଥାଏ। ଏହି ଦିନଟିକୁ ‘ଡ୍ରାଇ ଡେ’ ବୋଲି କୁହାଯାଏ, ଯେତେବେଳେ ପୂରା ଦେଶରେ ମଦ ଦୋକାନ, ବାର ଓ ମଦ ଦେଉଥିବା ରେଷ୍ଟୁରାଣ୍ଟ ବନ୍ଦ ରହିଥାଏ। କିନ୍ତୁ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ,…

ପଲିସିରେ ପରିବର୍ତ୍ତନ କଲା ସ୍ନାପଚାଟ୍, ଏବେ 5GBରୁ ଅଧିକ ମେମୋରୀ ସେଭ୍ ପାଇଁ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ ସ୍ନାପଚାଟ୍ ବହୁତ ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କୁ ନିରାଶ କରିପାରେ । ଆପଣ ଆଉ ସ୍ନାପଚାଟ୍ ରେ ମାଗଣାରେ ଅନଲିମିଟେଡ୍ ଷ୍ଟୋରେଜ୍ ସଂରକ୍ଷଣ କରିପାରିବେ ନାହିଁ । ସ୍ନାପଚାଟ୍ ରେ ଆପଣଙ୍କର ସ୍ମୃତି ସଂରକ୍ଷଣ କରିବା ପାଇଁ ଆପଣଙ୍କର ବର୍ତ୍ତମାନ କେବଳ ସୀମିତ…

ଭାରତର କେଉଁ ରାଜ୍ୟରେ ରହିଛି ରାଜକୁମାରଙ୍କ ପାଇଁ ସ୍କୁଲ ? ଯେଉଁଠାରେ ପଢ଼ନ୍ତି ରାଜା ମହାରାଜାଙ୍କ ପିଲା

ନୂଆଦିଲ୍ଲୀ: ଭାରତରେ ଏକ ଏମିତି ସ୍କୁଲ ଅଛି, ଯାହାକୁ ଲୋକେ ‘ଧନୀଙ୍କ ସ୍କୁଲ’ ବୋଲି କୁହନ୍ତି। ଏହାକୁ ‘ଇଷ୍ଟର ଇଟନ୍‌’ ମଧ୍ୟ କୁହାଯାଏ। ରାଜସ୍ଥାନର ଅଜମେରରେ ଅବସ୍ଥିତ ମେୟୋ କଲେଜ ଦେଶର ସବୁଠୁ ପୁରୁଣା ଓ ଆଡ଼ମ୍ବରପୂର୍ଣ୍ଣ ବୋର୍ଡିଂ ସ୍କୁଲଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆସନ୍ତୁ ଏହା ବିଷୟରେ…

ଆଗାମୀ ସପ୍ତାହରେ ବ୍ରହ୍ମପୁରରୁ ଆରମ୍ଭ ହେବ ଅମୃତ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାକୁ ଶୁକ୍ରବାର ଦିନ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଥିବା ନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି। ପ୍ରତି ରବିବାର ଉଧନାରୁ ଏବଂ ପ୍ରତି ସୋମବାର ବ୍ରହ୍ମପୁରରୁ ଏହି ସେବା ଉପଲବ୍ଧ ହେବ। ୧୯୦୨୧ ସୁରତ…

ଏହି ଦେଶରେ ପୁଣିଠୁ ବି ଶସ୍ତାରେ ମିଳୁଛି ପେଟ୍ରୋଲ ! ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଯେତେବେଳେ ଆମେ କେଉଁଠାରେ ବୁଲିବାକୁ ଯାଉ, ଯାତ୍ରା ସମୟରେ ଅନେକ ଥର ଆମେ ପାଣି ବୋତଲ କିଣି ନେଉ। ଏହି ପାଣି ବୋତଲର ଦାମ୍‌ ପ୍ରାୟ ୨୦ ଟଙ୍କା ହୋଇଥାଏ, ଯାହା ବହୁତ କମ୍‌। ଏବେ ଯଦି ଆମେ କହିବୁ ଯେ ଦୁନିଆର କିଛି ଦେଶରେ କ୍ରୁଡ୍‌ ଅଏଲ୍‌ ପାଣିଠୁ ମଧ୍ୟ ଶସ୍ତାରେ ମିଳୁଛି, ତେବେ…

କଫ ସିରପ ପିଇ ୧୧ ଶିଶୁ ମୃତ, ତଦନ୍ତ ଆରମ୍ଭ

ଜୟପୁର: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଫ ସିରପ ପିଇ ୧୧ ଶିଶୁଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି। ମଧ୍ୟପ୍ରଦେଶର ଛିନ୍ଦୱାଡାରେ ସର୍ବାଧିକ ମୃତ୍ୟୁ ରିପୋର୍ଟ ହୋଇଛି। କଫ ସିରପ ଖାଇବା ପରେ କିଡନୀ ଫେଲ ହେବା ଯୋଗୁଁ ଗତ ୨୦ ଦିନରେ ଛିନ୍ଦୱାଡା ଜିଲ୍ଲାରେ ନଅ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି।…

ଅକ୍ଟୋବର ୯ରୁ ବିଜେଡିର ଜନସମ୍ପର୍କ ଅଭିଯାନ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜନସମ୍ପର୍କ ଅଭିଯାନ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନତା ମଇଦାନ ଗାନ୍ଧୀ ପାର୍କରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ…