Latest Odisha News
Yearly Archives

2025

‘ଭୋକାଲ ଫର ଲୋକାଲ’ ସ୍ଵଦେଶୀ ମନ୍ତ୍ରରେ ଅଭିମନ୍ତ୍ରୀତ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ଆଜି ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ବାର୍ତ୍ତା ରଖିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଆଜି ଯାଏଁ ଆମେ ପାଳୁଛୁ ସେବା ସପ୍ତାହ । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨…

ବରେଲିରେ ହାଇ ଆଲର୍ଟ: ଡ୍ରୋନ୍ ମୁତୟନ, ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ, କିନ୍ତୁ କାହିଁକି?

ନୂଆଦିଲ୍ଲୀ: ଦଶହରା ଉତ୍ସବ ପୂର୍ବରୁ ବରେଲି ଏବଂ ଆଖପାଖ ଜିଲ୍ଲାଗୁଡ଼ିକରେ କର୍ତ୍ତୃପକ୍ଷ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରିଛନ୍ତି। ଗୃହ ବିଭାଗ ଅକ୍ଟୋବର ୨ ତାରିଖ ଅପରାହ୍ନ ୩ଟାରୁ ଅକ୍ଟୋବର ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ମୋବାଇଲ୍ ଇଣ୍ଟରନେଟ୍, ବ୍ରଡବ୍ୟାଣ୍ଡ ଏବଂ…

ଟି୨୦ ବିଶ୍ୱକପ ୨୦୨୬: ନାମ୍ବିଆ ସମେତ ୧୬ ଟିମର ଏଂଟ୍ରି

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥର ବିଶ୍ୱକପରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ନାମ୍ବିଆ ସମେତ ୧୬ଟି ଟିମ ଯୋଗ୍ୟତା ହାସଲ କରିସାରିଛନ୍ତି । ଆଫ୍ରିକା ଯୋଗ୍ୟତା ପର୍ଯ୍ୟାୟରେ ନାମ୍ବିଆ ସେମିଫାଇନାଲରେ ତାଞ୍ଜାନିଆକୁ ହରାଇ ବିଶ୍ୱକପ ଯୋଗ୍ୟତା…

ପ୍ରବଳ ବର୍ଷା ଯୋଗୁଁ ବିପଦ ସଂକେତ ଟପିଲା ବଂଶଧାରା ନଦୀର ଜଳସ୍ତର, ବ୍ୟାପକ ଚାଷ ଜମି ଜଳମଗ୍ନ

ଗୁଣୁପୁର: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆହୁରି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ପାଇଁ ଓଡ଼ିଶାର ଅଧିକାଂଶ ଜିଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଗୁଣୁପୁର ଏବଂ ରାୟଗଡା ଜିଲ୍ଲା ରେ ପ୍ରବଳ ବର୍ଷା କାରଣରୁ…

ବିଜୟା ଦଶମୀରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣିଦେଲେ ଏବିଡିଓ

କେନ୍ଦୁଝର: ଜିଲ୍ଲା ନନ୍ଦିପଦା ଥାନା ଡ଼ଅଁର ଗାଁରେ ଅଘଟଣ । ବିଜୟା ଦଶମୀରେ ସ୍ତ୍ରୀକୁ ହତ୍ୟା କଲେ ଏବିଡ଼ିଓ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଏବିଡ଼ିଓ ଦେବୀ ପ୍ରସାଦ ଜେନା ପାରିବାରିକ କଳହରୁ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣିଥିଲେ । ପାରିବାରିକ କଳହରୁ ସ୍ୱାମୀ ଦେବୀପ୍ରସାଦ ସ୍ତ୍ରୀ ସୁଦେଷ୍ଣାଙ୍କୁ…

କାହିଁକି ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦର୍ଶନ ହୁଏ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଏହାର ମହତ୍ତ୍ଵ

ଭୁବନେଶ୍ୱର: ଓଡ଼ିଶା ଏକ କୃଷିପ୍ରଧାନ ଅର୍ଥନୀତି ହୋଇଥିବାରୁ ଏହାର ଅନେକ ପର୍ବ ଏବଂ ସାଂସ୍କୃତିକ ପ୍ରଥା ଚାଷ ସହିତ ଜଡିତ। ଯେପରିକି ନୂଆଖାଇ, ରଜ ଏବଂ ମକର ସଂକ୍ରାନ୍ତି। ଏହି ପର୍ବଗୁଡ଼ିକରେ ଫସଲର ଭଲ ଅମଳ ପାଇଁ ବିଭିନ୍ନ ଦେବା ଦେବୀଙ୍କୁ ପୂଜା କରି ନୈବେଦ୍ୟ ଅର୍ପଣ କରାଯାଏ। ଏହି…

ଭାରତୀୟ ବୋଲରଙ୍କ ଆଗରେ ଆତ୍ମସମର୍ପଣ କଲା ୱେଷ୍ଟଇଣ୍ଡିଜ

ଅହମ୍ମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଭଲ ସ୍ଥିତିରେ ରହିଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୬୨ ରନ କରି ଅଲଆଉଟ ହୋଇଯାଇଛି । ଜବାବରେ ଭାରତ ଷ୍ଟମ୍ପସ…

Guru Gopinath Swain: କୃଷ୍ଣଲୀଳା ସାଧକ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁଙ୍କ ଦେହାନ୍ତ

ବ୍ରହ୍ମପୁର: ଆଉ ନାହାନ୍ତି ଗଞ୍ଜାମର ଗୌରବ ତଥା କୃଷ୍ଣଲୀଳା ସାଧକ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ। ୧୦୭ ବର୍ଷରେ ପ୍ରାଣ ହରାଇଛନ୍ତି ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ। ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକର ଗୋବିନ୍ଦପୁର ଗ୍ରାମରେ ନିଜ ବାସଭବନରେ ବିୟୋଗ ଘଟିଛି। ଆଜି ଭୋର ସମୟରେ ତାଙ୍କର ପରଲୋକ…

SI Scam: ପୋଲିସ ଏସଆଇ ନିଯୁକ୍ତି ଘୋଟଲା: ‘ଟଙ୍କା ଦିଅ, ଚାକିରୀ ନିଅ ଘଟଣାରେ ବଡ଼ ମୁଣ୍ଡଙ୍କ…

ଭୁବନେଶ୍ୱର: ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଦାବି କରିଛି ଯେ ଏହି ଘଟଣାରେ ବଡ଼ ବଡ଼ ବ୍ୟକ୍ତିଙ୍କ ହାତ ଅଛି। ଏନେଇ ବିଜେଡି ବରିଷ୍ଠ…

ପାହାଡ଼ରୁ ଖସିଲା ବଡ଼ ପଥର ଖଣ୍ଡ; କୋରାପୁଟ-ରାୟଗଡ଼ା ଟ୍ରେନ୍‌ ଟ୍ରାକ୍‌ ଅବରୋଧ

କୋରାପୁଟ: ଲଘୁଚାପ ଜନିତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପରିସ୍ଥିତି ବେହାଲ ହୋଇଛି। କୋରାପୁଟ-ରାୟଗଡ଼ା ରେଳଲାଇନ୍‌ ଉପରେ ପାହାଡ଼ରୁ ବିଶାଳ ପଥର ଖସିପଡ଼ିଛି। ଏଥି ସହିତ ପାହାଡ଼ିଆ ମାଟି ମଧ୍ୟ ରେଳଲାଇନ୍‌ ଉପରେ ପଡ଼ିଛି। ସୂଚନାନୁସାରେ,ପୂର୍ବତଟ ରେଳପଥର ଡୁମୁରିପୁଟ-ଦାମନଯୋଡ଼ି…