Latest Odisha News

BREAKING NEWS

Yearly Archives

2025

Dussehra 2025: ବିଶ୍ୱର ସବୁଠାରୁ ବଡ଼ ମୁସଲିମ ଦେଶରେ ବି ଅନନ୍ୟ ରୂପେ ପାଳିତ ହୁଏ ଦଶହରା…

ନୂଆଦିଲ୍ଲୀ: ୧୯୬୯ ମସିହାରେ, ନ୍ୟୁୟର୍କର ସେଣ୍ଟ ଜନ୍ସ ବିଶ୍ୱବିଦ୍ୟାଳୟରେ ଏସୀୟ ଇତିହାସ ଏବଂ ଧର୍ମର ତତ୍କାଳୀନ ସହାୟକ ପ୍ରଫେସର ସନ୍ତୋଷ ଏନ. ଦେଶାଇ ଏକ ବକ୍ତୃତା ଦେଉଥିଲେ। ସେ ବ୍ୟାଖ୍ୟା କରିଥିଲେ ଯେ ରାମାୟଣର କାହାଣୀ ତିନୋଟି ମୁଖ୍ୟ ମାର୍ଗ ଦେଇ ବ୍ୟାପିଥିଲା। ସ୍ଥଳପଥରେ, ଏହା ପଞ୍ଜାବ…

ଆମେରିକା ସଟ୍‌ଡାଉନରେ ଫସିଲେ ଭାରତୀୟ, ଟ୍ରମ୍ପ ବଢ଼ାଇଲେ ଟେନସନ

ନୂଆଦିଲ୍ଲୀ: ଆମେରିକାରେ ଜାରି ସରକାରୀ ସଟଡାଉନ୍‌ ଅନେକ ସେବାକୁ ପ୍ରଭାବିତ କରିବା ଆରମ୍ଭ କରିଛି। ଅନେକ ବିଭାଗର କାମ ବନ୍ଦ ହୋଇଯାଇଛି, କିଛି କର୍ମଚାରୀଙ୍କୁ ବିନା ବେତନରେ ଛୁଟିରେ ପଠାଇ ଦିଆଯାଇଛି ଏବଂ କିଛିଙ୍କୁ ବେତନ ବିନା କାମ କରିବାକୁ କୁହାଯାଇଛି। ଏହି ସଙ୍କଟର ସବୁଠାରୁ ବଡ଼ ପ୍ରଭାବ…

100 Rupees Coin Release: ଜାରି ହେଲା ୧୦୦ ଟଙ୍କିଆ ମୁଦ୍ରା, ଜାଣନ୍ତୁ ଏହା ପୂର୍ବରୁ କେବେ ହୋଇଥିଲା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ଶତବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ଡକ୍ଟର ଭୀମରାଓ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଏକ ବିଶେଷ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଅନନ୍ୟ ଡାକଟିକଟ ଏବଂ ୧୦୦…

କାମରିବା ବନ୍ଦ କରିଦେବ ଆଇଫୋନ ! ଲକ୍ଷ ଳକ୍ଷ ୟୁଜର୍ସଙ୍କ ପାଇଁ ରହିଛି ବିପଦ

ନୂଆଦିଲ୍ଲୀ: ଯଦି ଆପଣ ଆଇଫୋନ୍‌ ବ୍ୟବହାର କରୁଛନ୍ତି, ତେବେ ସତର୍କ ହେବାର ଆବଶ୍ୟକତା ରହିଛି। ଭାରତ ସରକାରଙ୍କ ଏଜେନ୍ସି କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌ (CERT-In) ଭାରତରେ ଆପଲ୍‌ ଡିଭାଇସ୍‌ ବ୍ୟବହାର କରୁଥିବା ସମସ୍ତ ଉପଭୋକ୍ତାଙ୍କ ପାଇଁ ଏକ ଚେତାବନୀ ଜାରି କରିଛି। ଏଥିରେ…

Mahatma Gandhi: ମିଳିନି କୌଣସି ଆନୁଷ୍ଠାନିକ ଉପାଧି, ତଥାପି କାହିଁକି ଆଜି ବି ‘ଜାତିର ପିତା’…

ନୂଆଦିଲ୍ଲୀ: ପିଲାଟି ବେଳରୁ ହିଁ ଆମେ "ଜାତିର ପିତା" ଭାବରେ ମହାତ୍ମା ଗାନ୍ଧୀଙ୍କୁ ହିଁ ସମ୍ବୋଧିତ କରିଆସୁଛି । କିନ୍ତୁ ଏହାକୁ ନେଇ ବିଗତ ବର୍ଷ ମାନଙ୍କରେ ଅନେକ ଯୁକ୍ତି ସାମ୍ନାକୁ ଆସିଛି । ସେ ଜଣେ ସ୍ବାଧିନତା ସଂଗ୍ରାମୀ ଥିଲେ, ତାଙ୍କୁ ଏଭଳି କୌଣସି ଆନୁଷ୍ଠାନିକ ଊପାଧି ମିଳିନାହିଁ ।…

ଭୟଙ୍କର ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛକୁ ପିଟିହେଲା କାର୍; ଜଣେ ମୃତ, ୫ ଗୁରୁତର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଭୁବନେଶ୍ଵରକୁ ସଂଯୋଗ କରୁଥିବା ୨୬ ନଂ ରାଜ୍ୟ ରାଜପଥର ଦେହେଲି ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଛି। ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର…

Pandit Chhannulal Mishra: ଆରପାରିରେ ଶାସ୍ତ୍ରୀୟ ଗାୟକ ପଦ୍ମବିଭୂଷଣ ପଣ୍ଡିତ ଛନ୍ନୁଲାଲ ମିଶ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୪ ପ୍ରସ୍ତାବକ ଥିବା ପ୍ରଖ୍ୟାତ ଭାରତୀୟ ଶାସ୍ତ୍ରୀୟ ଗାୟକପଣ୍ଡିତ ଛନ୍ନୁଲାଲ ମିଶ୍ରାଙ୍କର ଗୁରୁବାର ଭୋର ୪:୧୫ ମିନିଟରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି। ଝିଅ ନମ୍ରତା ମିଶ୍ର ସୂଚନା ଦେଇଛନ୍ତି ଯେ ତାଙ୍କ ବାପା ମିର୍ଜାପୁରରେ ଘରେ ଥିଲେ।…

DKS as Karnataka CM: କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ହେବ କି?, ପୁଣି କଳ୍ପନାଜଳ୍ପନାକୁ ଖୋରାକ ଯୋଗାଇଲା…

ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର ହୋଇଛି। କୁନିଗାଲର କଂଗ୍ରେସ ବିଧାୟକ ଏଚ୍.ଡି. ରଙ୍ଗନାଥ ବୁଧବାର କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ନେଇ ଚର୍ଚ୍ଚାକୁ ପୁଣି ଥରେ ଉଜ୍ଜୀବିତ କରିଛନ୍ତି। ସେ କହିଛନ୍ତି ଯେ ସେ ତାଙ୍କର ରାଜନୈତିକ ଗୁରୁ…

Operation Agni: ଦୀପାବଳି ପୂର୍ବରୁ ପୋଲିସର ଅପରେସନ ଅଗ୍ନି, ଜବତ ହେଲା ୧୫ ଲକ୍ଷ ଟଙ୍କାର ବାଣ

ବାଲେଶ୍ୱର: ଦୀପାବଳି ପୂର୍ବରୁ ପୋଲିସର ଅପରେସନ ଅଗ୍ନି। ସୋର ପୋଲିସକୁ ବଡ଼ ସଫଳତା। ଅପରେସନ ଅଗ୍ନିରେ ଜବତ ହେଲା ୧୫ ଲକ୍ଷ ଟଙ୍କାର ବାଣ । ହୋଟେଲ ଓ କୁକୁଡ଼ା ଫାର୍ମରୁ ମିଳିଲା ବାଲେଶ୍ବର ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ପିକଅପ୍ ଭ୍ୟାନରୁ ବାଣ ଜବତ କରାଯାଇଛି। ବାଲେଶ୍ୱର…

Asim Munir Trump Meet: ନିଜ ଦେଶରେ ହିଁ ବେଇଜ୍ଜତ୍ ହେଲେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର, ନିଜ ସାଂସଦ କହିଲେ,…

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତ ଦ୍ୱାରା ପରାଜିତ ହେବା ପରେ, ପାକିସ୍ତାନ ଏବେ ଆମେରିକା ପ୍ରଶଂସାରେ ଶତମୁଖ । ରାଷ୍ଟ୍ରପତି ଟ୍ରମ୍ପ ବି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ମୁନିରଙ୍କ ପ୍ରଶଂସା ଗାନ କରୁଛନ୍ତି। ଟ୍ରମ୍ପ ପ୍ରଶଂସା ଗାନ କରୁଥିବା ବେଳେ,…