Latest Odisha News

BREAKING NEWS

Yearly Archives

2025

କେବେ ରିଲିଜ ହେବ “ଦୃଶ୍ୟମ ୩”; ଡେଟ୍ ଆନାଉନ୍ସ କଲେ…

ମୁମ୍ବାଇ: ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରୀଲର ଫିଲ୍ମ "ଦୃଶ୍ୟମ ୩"ର ଟିଜର ରିଲିଜ୍ ହୋଇଛି। ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ଏହି ଫିଲ୍ମ ମୋହନଲାଲ-ଜିତୁ ଜୋସେଫଙ୍କ ଫିଲ୍ମ "ଦୃଶ୍ୟମ"ର ହିନ୍ଦୀ ରିମେକ୍ ଅଟେ। ଦକ୍ଷିଣ ଭାରତୀୟ ସଂସ୍କରଣରେ ଏହି ଫିଲ୍ମର ସୁଟିଂ ଦୁଇ…

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ହାଇକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଆଜି (ଡିସେମ୍ବର ୨୨, ୨୦୨୫) ଦିଲ୍ଲୀ ହାଇକୋର୍ଟ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ…

ଧୂରନ୍ଧରର ସଫଳତା ପରେ ବର୍ଡରରେ ଅଭିନୟ କରିବେ ଅକ୍ଷୟ

ମୁମ୍ବାଇ: ଧୂରନ୍ଧର ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଭୂମିକା ବେଶ ଚର୍ଚ୍ଚାର କାରଣ ସାଜିଛି । ରହେମାନ ଡକୈତ ଭୂମିକାରେ ସେ ଚମତ୍କାର ଅଭିନୟ କରିଛନ୍ତି । ଏବେ ତାଜା ଖବର ଅନୁସାରେ ବର୍ଡର ୨ରେ ମଧ୍ୟ ଅକ୍ଷୟ ଅଭିନୟ କରିବାକୁ ଯାଉଛନ୍ତି । ଏଥିସହ ସେ ୨୮ ବର୍ଷ ପରେ ସନୀ ଦେଓଲଙ୍କ ସହ ପୂର୍ନବାର…

ବିଜେପିକୁ ମିଳିଛି ୬୬୫୪ କୋଟି; ଜାଣନ୍ତୁ ଆଉ କେଉଁ ଦଳକୁ କେତେ ମିଳିଛି ଚାନ୍ଦା…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନାକୁ ଉଚ୍ଛେଦ କରିବା ପରେ ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଶନଙ୍କୁ ଏକ ରିପୋର୍ଟ ଦାଖଲ କରିଥିଲା। ଯେଉଁଥିରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେପିକୁ ୬,୬୫୪.୯୩ କୋଟି ଟଙ୍କା ଚାନ୍ଦା ମିଳିଥିବା ନେଇ ସୂଚନା ଦିଆଯାଇଛି। ଯାହାକି ପୂର୍ବ ବର୍ଷ…

ଅସ୍ତିତ୍ବ ପାଇଁ ଲଢ଼ୁଛି ଆରାବଳି…

ନୂଆଦିଲ୍ଲୀ: #SaveAravalli ଆନ୍ଦୋଳନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଆରାବଳି ପର୍ବତମାଳାକୁ ନେଇ ପରିବେଶ ମନ୍ତ୍ରଣାଳୟର ସୁପାରିଶକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ପରେ ପରିବେଶବିତ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଛି। ଅନେକ ପରିବେଶବିତ୍ ମଧ୍ୟ ଏହି ନିଷ୍ପତ୍ତି ବିରୋଧରେ…

ନକ୍ସଲଙ୍କ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ତିଆରି କାରଖାନାକୁ ଧ୍ବଂସ କଲେ ସୁରକ୍ଷା ବାହିନୀ

ସୁକମା: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ମାଓ ଅସ୍ତ୍ର କାରଖାନାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଛନ୍ତି । ଏହି ଅଭିଯାନ ନକ୍ସଲବାଦୀଙ୍କ ହିଂସାତ୍ମକ କାର୍ଯ୍ୟକଳାପ ଏବଂ ସେମାନଙ୍କ ଯୋଗାଣ ନେଟୱାର୍କ ପାଇଁ ଏକ ବଡ଼ ଆଘାତ । ଘନ ଜଙ୍ଗଲ ଏବଂ ଦୁର୍ଗମ ପାହାଡ଼ି ଅଞ୍ଚଳରେ ଲୁଚି…

ଏହି ଦେଶରେ ନାହିଁ ଗୋଟିଏ ବି ରେଳ ଷ୍ଟେସନ, ଯାତାୟାତ ପାଇଁ ବସ୍ ଉପରେ ନିର୍ଭର କରନ୍ତି ଲୋକେ

ନୂଆଦିଲ୍ଲୀ: ରେଳପଥ ବିଶ୍ୱର ଏକ ଦ୍ରୁତ ଏବଂ ସୁବିଧାଜନକ ପରିବହନ ବ୍ୟବସ୍ଥା। ଏହା ସତ୍ତ୍ୱେ ଦୁନିଆରେ ଏପରି କିଛି ଦେଶ ଅଛି ଯେଉଁଠାରେ କୌଣସି ଗୋଟିଏ ବି ରେଳ ଷ୍ଟେସନ ନାହିଁ। ଭୂଗୋଳ, ଇତିହାସ, ଅର୍ଥନୀତି ଏବଂ ଜନସଂଖ୍ୟା ଯୋଗୁଁ ଏଠାରେ ରେଳପଥ ଉପଲବ୍ଧ ନାହିଁ। ଏହି ଦେଶଗୁଡ଼ିକରେ, ବସ୍, କାର,…

Ollywood Movie; ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ନୂଆବର୍ଷରେ ଆସୁଛି ଓଡ଼ିଆ ଫିଲ୍ମ ‘ଅହମ୍’..

ଭୁବନେଶ୍ୱର: ନୂଆ ବର୍ଷରେ ଦର୍ଶକଙ୍କୁ ଫୁଲ ଏଣ୍ଟରଟେନମେଣ୍ଟ କରିବାକୁ ଆସୁଛି ଓଡ଼ିଆ ଫିଲ୍ମ 'ଅହମ୍' । ଫିଲ୍ମଟି ବିଜୟଲକ୍ଷ୍ମୀ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି । ଜାନୁଆରୀରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ, ଆଜି ଏହାର ଶୁଭ ମହୁରତ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖର…

Bangladesh violence: ଉସମାନ ହାଦିଙ୍କ ପରେ, ବାଂଲାଦେଶରେ ଆଉ ଜଣେ ନେତାଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ବାଂଲାଦେଶରେ ଇନକିଲାବ ମଞ୍ଚର ମୁଖପାତ୍ର ଏବଂ ଛାତ୍ର ନେତା ସରିଫ ଓସମାନ ବିନ୍ ହାଦିଙ୍କ ହତ୍ୟା ପରେ ସୃଷ୍ଟି ହୋଇଥିବା ହିଂସା ପ୍ରାୟତଃ ଥମିନାହିଁ, ଏବଂ ଦେଶ ପୁଣି ଥରେ ଥରି ଉଠିଛି।  ଯୁବନେତା ଶରିଫ ଓସମାନ ବିନ୍‌ ହାଦୀଙ୍କୁ ହତ୍ୟା କରାଯିବା ପରେ ଦେଶରେ ହିଂସା ଉଗ୍ର ରୂପ…

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ବାଣିଜ୍ୟିକ ଚୁକ୍ତି; ୯୫ ସାମଗ୍ରୀ…

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ନୂଆ ମୁକ୍ତ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଯାହା ନ୍ୟୁଜିଲାଣ୍ଡର ୯୫ ପ୍ରତିଶତ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରୁଛି। ଏହି ଚୁକ୍ତିନାମା ୧.୪ ବିଲିୟନ ଭାରତୀୟ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ନ୍ୟୁଜିଲାଣ୍ଡକୁ ଏକ ପ୍ରମୁଖ…