Oscars 2026: ୨୦୨୬ ଓସ୍କାର ଦୌଡ଼ରେ ଏହି ଭାରତୀୟ ଫିଲ୍ମ, ଆସନ୍ତା ୨୬ରେ ପରଦାକୁ ଆସିବ
ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର "ହୋମବାଉଣ୍ଡ-Homebound "କୁ ୨୦୨୬ ଓସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ଚଳଚ୍ଚିତ୍ରଟି ବେଷ୍ଟ ଆନ୍ତର୍ଜାତୀୟ ଫିଚର ବର୍ଗରେ ମନୋନୀତ ହୋଇଛି । (ଶୁକ୍ରବାର) ସେପ୍ଟେମ୍ବର ୧୯ ରେ କୋଲକାତାରେ ଏନ. ଚନ୍ଦ୍ରା ଏହା ଘୋଷଣା କରିଥିଲେ।
କରଣ ଜୋହରଙ୍କ…