ସେପ୍ଟେମ୍ବର ୨୭ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୭ରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।
ଏହି ଅବସରରେ ସେ ବ୍ରହ୍ମପୁରରେ ଏକ ବିଶାଳ ଜନ ସମାବେଶରେ ଯୋଗଦେବାର ସମ୍ଭାବନା ଅଛି।
ମୋଦିଙ୍କ ଯୋଜନାବଦ୍ଧ ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ଏବଂ ଚୂଡ଼ାନ୍ତ ଯାତ୍ରା…