Latest Odisha News

BREAKING NEWS

Yearly Archives

2025

Trump’s Tariffs On India: ବୁଝାପଡୁନି ଟ୍ରମ୍ପଙ୍କ ଦୋମୁହାଁ ନୀତି, ଗୋଟେ ପଟେ ମୋଦି ବନ୍ଧୁ, ଅନ୍ୟପଟେ…

ନୂଆଦିଲ୍ଲୀ: ପୁଣି ପଦାରେ ପଡିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋମୁହାଁ ନୀତି । ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ବନ୍ଧୁ ବୋଲି ଦାବି କରୁଛନ୍ତି, ଅନ୍ୟପଟେ ସେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଅନ୍ୟ ଦେଶ ମାନଙ୍କ ଉପରେ…

ଦେଶର ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ୍

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସିପି ରାଧାକ୍ରିଷ୍ଣନ୍ । ରାଧାକ୍ରିଷ୍ଣନ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି ଶପଥ ସମାରୋହ । ଗୁରୁବାର ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା…

BMC: ସ୍ୱଚ୍ଛ ବାୟୁ ସହର; ୪ର୍ଥ ସ୍ଥାନରେ ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ବର: ସର୍ବଭାରତୀୟ ସ୍ତରରେ ପୁଣି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସମ୍ମାନିତ । ଜାତୀୟ ସ୍ୱଚ୍ଛ ବାୟୁ ସହର-୨୦୨୪ ତାଲିକାର ୪ର୍ଥ ସ୍ଥାନରେ ରହିଛି ବିଏମସି । ଦେଶର ସ୍ୱଚ୍ଛ ବାୟୁ ସହର ଭାବେ ବିଏମସି କୁ ମିଳିଲା ଚତୁର୍ଥ ସ୍ଥାନ । ସେହିପରି, ପ୍ରଥମ ସ୍ଥାନରେ ଆନ୍ଧ୍ରପ୍ରଦେଶର…

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍; ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ..

ପୁରୀ: ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ବିପଦରେ । ମନ୍ଦିର ଉପରେ ଦୀର୍ଘ ସମୟ ଧରି ଉଡିଲା ଡ୍ରୋନ । ବାଲିସାହି ପଟୁ ଆସି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ନୀଳଚକ୍ର ପାଖକୁ ଯାଇ ଡ୍ରୋନ୍‌ରେ ଅନେକ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିବା ସୂଚନା ରହିଛି । ଯାହା ମନ୍ଦିରର ସୁରକ୍ଷାକୁ…

ମଙ୍ଗଳ ଗୋଚର 2025: ସେପ୍ଟେମ୍ବର ୧୩ରୁ ଏହି ପାଞ୍ଚଟି ରାଶି ରୁହନ୍ତୁ ସତର୍କ

ଭୁବନେଶ୍ବର: ୧୩ ସେପ୍ଟେମ୍ବର ରାତି ୯:୩୪ ସମୟରେ, ମଙ୍ଗଳ କନ୍ୟା ରାଶି ଛାଡି ତୁଳା ରାଶିରେ ପ୍ରବେଶ କରିବେ । ୨୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ମଙ୍ଗଳକୁ ଶକ୍ତି, ସାହସ, ପରାକ୍ରମ ଏବଂ ପରିଶ୍ରମର ପ୍ରତୀକ ଭାବରେ ବିବେଚନା କରାଯାଏ। ତାଙ୍କୁ ଗ୍ରହମାନଙ୍କର ସେନାପତି ମଧ୍ୟ…

IOCL ପାଇଁ ବାହାରିଲା ଅନେକ ପଦବୀ, ମାସକୁ ଏତେ ଟଙ୍କା ଦରମା

ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ (IOCL)ରେ କ୍ୟାରିଅର ଗଢ଼ିବାର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। IOCL ଉତ୍ତର କ୍ଷେତ୍ରରେ ୫୨୩ ଆପ୍ରେଣ୍ଟିସ୍ ପଦ ପାଇଁ ଭର୍ତ୍ତି ନୋଟିଫିକେସନ ଜାରି କରିଛି। ଯଦି ଆପଣ ଚାକିରି ଖୋଜୁଛନ୍ତି ଏବଂ ଇଣ୍ଡିଆନ ଅଏଲ ପରି ଏକ…

୧୦ ମିନିଟରେ ପହଞ୍ଚିବ iPhone, ଜାଣନ୍ତୁ କେମିତି….

ନୂଆଦିଲ୍ଲୀ: ଆପଣ କଣ ୧୦ ମିନିଟ୍‌ରେ ନିଜର iPhone 17 ପାଇବାକୁ ଚାହୁଁଛନ୍ତି? ତେବେ ଏହା ପାଇଁ ଆପଣ Blinkitକୁ ଧନ୍ୟବାଦ ଦେଇପାରନ୍ତି। ଏହି ଇନଷ୍ଟାଣ୍ଟ ଇ-କମର୍ସ ପ୍ଲାଟଫର୍ମ ଘୋଷଣା କରିଛି ଯେ ଏହା ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ଗ୍ରାହକମାନଙ୍କ ପାଇଁ iPhone 17 ସିରିଜ୍‌ର ବିକ୍ରୟ…

କାର୍ତିକଙ୍କୁ ଭେଟିବାକୁ ୧୫୧୪ କିଲୋମିଟର ବାଟ ଆସିଲେ ଶୁଣି ଓ ଦେଖି ନ ପାରୁଥିବା ପ୍ରଶଂସକ

ନୂଆଦିଲ୍ଲୀ: ଅଭିନେତା କାର୍ତିକ ଆର୍ଯ୍ୟନଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି । ନିକଟରେ କାର୍ତିକଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୧୫୧୪ କିଲୋମିଟର ବାଟ ଆସିଥିଲେ । ଏହି ଯୁବକଜଣଙ୍କ ଶୁଣି କିମ୍ବା ଦେଖି ପାରନ୍ତି ନାହିଁ । ତେବେ ତାଙ୍କ ପ୍ରତିକ୍ରିୟା ଓ ଖୁସୀ…

ପେନସନ୍‌କୁ ନେଇ ସରକାରଙ୍କ ବଡ ଘୋଷଣା, ପ୍ରଥମ ଥର ମିଳିବ ଏତେ ଫାଇଦା !

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ୟୁନିଫାଏଡ୍ ପେନସନ ଯୋଜନା (UPS)ରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛନ୍ତି। ଏହି ନିୟମ ଅନୁଯାୟୀ, ଯେଉଁ କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର (VRS) ନେଉଛନ୍ତି, ସେମାନଙ୍କୁ ତୁରନ୍ତ ପେନସନ ଲାଭର ସୁବିଧା ମିଳିବ। ପୂର୍ବରୁ ଏହି ଯୋଜନାରେ…

ବିହାରରେ ବଦଳିଲା ସମୀକରଣ ! ବିରୋଧୀଙ୍କ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ:ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତିକି ସର୍‌ଗରମ୍‌ ହେଉଛି...ଭୋଟର ଅଧିକାର ଯାତ୍ରା ରାହୁଲ ଓ ତେଜସ୍ବୀଙ୍କୁ ସିନା ଫ୍ରଣ୍ଟଫୁଟ୍‌ରେ ରଖିଛି, ହେଲେ ଇଣ୍ଡିଆ ବ୍ଲକ୍‌ର ଦଳଗୁଡ଼ିକ ଭିତରେ ସିଟ୍‌ ସେୟାରିଂକୁ ନେଇ ଆରମ୍ଭ ହୋଇଛି ଟଣାଓଟରା...ତେଜସ୍ବୀଙ୍କ…