ବସ୍ରେ ଗଞ୍ଜେଇ ନେଉଥିଲେ ମହିଳା, ଆଉ ତା ପରେ..
ନୂଆପଡା : ନୂଆପଡାରେ ଅପରେସନ ଶୁଦ୍ଧି ପରେ ଆରମ୍ଭ ହୋଇଛି ଅପରେସନ ପ୍ରହାର । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଆକ୍ସନ ମୋଡରେ ଅଛନ୍ତି ଏସପି ଅମରିତ ପାଲ ସିଂ । ଜିଲ୍ଲାରେ ଅପରେସନ ପ୍ରହାର ଆରମ୍ଭ ହେବାରୁ ୧୩ଜଣ ଅଭିଯୁକ୍ତ ଧରାପଡିଛନ୍ତି । ୧୩ଜଣଙ୍କ ମଧ୍ୟରେ ୬ଜଣ ମହିଳା ଥିବା ସୂଚନା ମିଳିଛି…